Odisha news

ଦୀର୍ଘ ବର୍ଷ ପରେ ପୁଣି ଲାଗିଲା ମାଓ ପୋଷ୍ଟର।

0

ଅମରେନ୍ଦ୍ର କୁମାର ପଟ୍ଟନାୟକ , ସକାଳ ଖବର : ଦୀର୍ଘ ବର୍ଷ ନୀରବତା ପରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଦୁର୍ଗାପ୍ରାସାଦ ଗାଁ ନିକଟରେ ଲାଗିଛି ମାଓ ପୋଷ୍ଟର।ଲାଲ କପଡା ରେ ଓଡ଼ିଆ ରେ ଲେଖାଅଛି ଉଲିଙ୍ଗିଆ – ଦୁର୍ଗାପ୍ରସାଦ ରାସ୍ତା କାମ କରିବା ପୂର୍ବରୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ପୋଲିସ ଇଂଫର୍ମର ମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ରେ ଉଲ୍ଲେଖ ରହିଛି। ତେବେ ଏହି ପୋଷ୍ଟର ଆଜି ସକାଳୁ ଦେଖିବାକୁ ମିଳିଛି। କିଏ କେତେବେଳେ ଲଗାଇଛି ତାହା ଜଣାପଡିନି।

Nalco
Leave A Reply