Odisha news

ନୌସେନା ଜାହାଜ ର ଇମର୍ଜେନ୍ସି ବର୍ଥିଂ

0
ପାରାଦୀପ ; ଭାରତୀୟ ନୌସେନା J21 ଦର୍ଶକ ଯୁଦ୍ଧ ଜାହାଜ ଜରୁରୀ କାଳୀନ ପରିସ୍ଥିତିରେ ପାରାଦୀପ ପୋର୍ଟ ରେ ଲାଗିଛି। ଜାହାଜ ଭିତରେ ଜଣେ ରୋଷେୟାଙ୍କ ଶରୀର ଅସୁସ୍ଥ ହେବାରୁ ଜରୁରୀ କାଳୀନ ପରିସ୍ଥିତି ରେ ପୋର୍ଟ ରେ ଲାଗିଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ପାରାଦୀପ ବନ୍ଦର ଚିକିତ୍ସାଲୟ ରେ ଭର୍ତି କରାଯାଇଥିଲା ।  ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣା ପଡିଛି। ପରବର୍ତ୍ତୀ ଅବସ୍ତାରେ ତାଙ୍କୁ ଚିଲିକା ଆଇଏନଏସ କୁ ନିଆଯାଇଥିଲା ବେଳେ ତାଙ୍କ ଘର ତାମିଲନାଡୁ ଓ ତାଙ୍କ ନାମ କାତିର ବେଲା ବୋଲି ଜଣାପଡ଼ଛି |
Govt
Leave A Reply