ଗଞ୍ଜାମ ଜିଲ୍ଲା ର ଆସ୍କା ଥାନା ସର୍ବ ଭାରତ ସ୍ତରରେ ପ୍ରଥମ ପୁରସ୍କାର ପାଇଲା : ଆସ୍କା ଥାନା iic ପ୍ରଶାନ୍ତ କୁମାର ସାହୁ ପୁରସ୍କାର ଗ୍ରହଣ କଲେ
( ଗଞ୍ଜାମ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର ) : ଆଜି New Delhi ରେ ଆସ୍କା iic ପ୍ରଶାନ୍ତ କୁମାର ସାହୁ ସର୍ବ ଭାରତ ସ୍ତରରେ ପ୍ରଥମ ପୁରସ୍କାର ପାଇଛି ଗଞ୍ଜାମ ଜିଲ୍ଲା ର ଆସ୍କା ଥାନା, ଏହି ଥାନା ରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଅଛନ୍ତି ଆଜି ଭାରତ ର ରାଜଧାନୀ ରେ ଆସ୍କା ଥାନା କୁ ଦେଶର ପ୍ରଥମ ଥାନା ଭାବେ ପୁରସ୍କାର ମିଳିଲା ଭାରତ ର ଗୃହ ମନ୍ତ୍ରୀ ଅମିତ ସାହା ଏହି ପୁରସ୍କାର ଆସ୍କା ଥାନା ଅଧିକାରୀ ଙ୍କୁ ପ୍ରଦାନ କରିଲେ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧକ୍ଷ ଜଗମୋହନ ମିନା ଆଜି ଗଣମାଧ୍ୟମ ଙ୍କୁ କହିଛନ୍ତି
