Odisha news

କାନାଡ଼ାରେ ଭାରତୀୟ ମାନେ ସତର୍କତା ର ସହିତ ରହିବା ଆବଶ୍ୟକ

0

ନୂଆଦିଲ୍ଲୀ : କାନାଡ଼ାରେ ରହୁଥିବା ନିଜର ନାଗରିକ ମାନଙ୍କ ସୁରକ୍ଷା ପାଇଁ ଭାରତ ବିଶେଷ ଆଡ଼ଭାଇଜୋରି ଜାରୀ କରିଛି l ବିଦେଶ ମନ୍ତ୍ରଣାଳୟ ନିଜର ବୟାନ ରେ କହିଛନ୍ତି କି କାନାଡ଼ାରେ ହେଟ କ୍ରାଇମ, ସାମ୍ପ୍ରଦାୟିକ ହିଂସା ଓ ଭାରତ ବିରୋଧୀ ଗତିବିଧି ଦ୍ରୁତ ଗତିରେ ବଢିଛି l ଏପରି ସ୍ଥିତିରେ ଭାରତୀୟ ନାଗରିକ ଯିଏକି କାନାଡ଼ା ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସତର୍କ ରହିବାକୁ କୁହାଯାଇଛି l

ବିଶେଷଭାବରେ ଏହି ସମ୍ପୂର୍ଣ ଘଟଣାଟି ପାକିସ୍ତାନ ପ୍ରାୟୋଜିତ ଖାଲୀସ୍ତାନୀ ତତ୍ଵକୁ ବଢାବା ଦେବାର ଘଟଣା ଅଟେ l କାନାଡ଼ାର ବ୍ରେମ୍ପଟନ ରେ ଯେଉଁଦିନ ତଥାକଥିତ ଶିଖ ଜନମତ ସଂଗ୍ରହ ଆୟୋଜନ କରାଯାଇ ଥିଲା

Ad2
Leave A Reply