ଟ୍ରେନ ସମ୍ଭଧୀୟ ଗୁରୁତ୍ୱପୂର୍ଣ ସୂଚନା : ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବାତିଲ୍ ଏବଂ ବିଶେଷ ପାସେଞ୍ଜର ଟ୍ରେନ୍ ଚଳାଚଳ
● କୋଭିଡ଼୧୯ ନିୟମକୁ ଦୃଷ୍ଟିରେ ରଖି ତିନି ଯୋଡ଼ା ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ଯାତ୍ରୀମାନଙ୍କ ସୁବିଧା ପାଇଁ ଚଳାଚଳ କରୁଥିଲା |
● ଜୁଲାଇ ମାସ 15 ତାରିଖ ଠାରୁ ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ଅପସାରଣ କରାଯାଇ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯିବ |
● ଏହି ଟ୍ରେନ୍ ଗୁଡିକ ହେଉଛି ବିଶାଖାପାଟନମ୍-ରାୟଗଡା-ବିଶାଖାପା
ଭୁବନେଶ୍ୱର, 11.07.2022: କୋଭିଡ଼୧୯ କଟକଣା ପରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଟ୍ରେନ୍ ସେବାରେ ସମନ୍ୱୟକୁ ଦୃଷ୍ଟିରେ ରଖିପୂର୍ବତଟ ରେଳପଥ ପକ୍ଷରୁ ସାମୟିକ ଏକ୍ସପ୍ରେସ ସଂରକ୍ଷିତ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବିଶାଖାପାଟନମରୁ ରାୟଗଡା, ପଲାସା ଏବଂ କିରାଣ୍ଡୁଲ କୁ ତିନି ଯୋଡ଼ା ଟ୍ରେନ ଚଳାଚଳ କରାଯାଉଥିଲା | ପରିସ୍ଥିତିର ସମୀକ୍ଷା କରିବା ପରେ ଉପରୋକ୍ତ ସାମୟିକ ଏକ୍ସପ୍ରେସ ଟ୍ରେନ୍ ଗୁଡିକୁ ଅପସାରଣ କରାଯାଇ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି |
08504/08503 ବିଶାଖାପାଟନମ୍-ରାୟଗଡା-ବିଶାଖାପା
08532/08531 ବିଶାଖାପାଟନମ୍-ପଲାସା-ବିଶାଖାପା
08551/08552 ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖା