Odisha news

୬ ଦୃଷ୍ଟି ହିନ ଛାତ୍ର ଛାତ୍ରୀଙ୍କୁ ଲାପ ଟପ୍ ପ୍ରଦାନ କଲେ ଜିଲ୍ଲାପାଳ।

0

ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୬ ଜଣ ଦୃଷ୍ଟି ହୀନ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା  କାର୍ଯ୍ୟାଳୟରେ ଲାପଟପ୍ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଭୀମ ଭୋଇ ଭିନ୍ନକ୍ଷମ ଅଭିଯାନ ଯୋଜନାରେ ଏହି ଲାପଟପ୍ ପ୍ରଦାନ କରା ଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମେତ ଅନ୍ୟ ପ୍ରସାଶନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Nalco
Leave A Reply