ଡାଲମିଆ ସିମେଣ୍ଟ ଭାରତ ରାଜଗାଙ୍ଗପୁରରେ ଏକାଧିକ କାର୍ଯ୍ୟକ୍ରମ ସହିତ ମହିଳା ଦିବସ ପାଳନ କରୁଛି
ରାଜଗାଙ୍ଗପୁର ପ୍ଲାଣ୍ଟ ଲିଙ୍ଗଗତ ସମାନତା ଉପରେ ଦୃଷ୍ଟିନିବଦ୍ଧ କରୁଛି ଏବଂ ମହିଳା ନେତୃତ୍ୱକାରୀ ଟିମ୍ ‘ଫାୟାର୍ବାର୍ଡସ୍ @ଆର୍ଜିପି’ ଶୁଭାରମ୍ଭ କରିଛି
• ଜୀବିକା ଉପାର୍ଜନ କୁଶଳତା ତାଲିମ କାର୍ଯ୍ୟକ୍ରମର ଅଂଶସ୍ୱରୂପ ସ୍ଥାନୀୟ ମହିଳାମାନଙ୍କୁ ନୂଆ ନୂଆ କୌଶଳ ଶିଖିବାକୁ ଉତ୍ସାହିତ କରାଯାଉଛି । ନିକଟରେ ଲାଞ୍ଜିବେର୍ଣ୍ଣା ଖଣି ଅଞ୍ଚଳରେ ଆରମ୍ଭ କରାଯାଇଥିବା ଡିଆଇକେଏସଏଚ୍ଏ (ଦିକ୍ଷା) କେନ୍ଦ୍ରରେ ଯୋଗଦେଇଥିବା ମୋଟ ଶିକ୍ଷାନବୀଶଙ୍କ ମଧ୍ୟରେ ୭୦% ମହିଳା ରହିଛନ୍ତି ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ତାଲିମ ନେଉଛନ୍ତି ।