ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଶଙ୍ଖଣା ଗ୍ରାମରମହାଦେବ କ୍ଲବ ପକ୍ଷରୁ ମହାସମାରୋହରେ ସରସ୍ବତୀ ପୂଜା ପାଳିତ ହୋଇଛି। ଉକ୍ତ ପୂଜାରେ କ୍ଲବର ସଦସ୍ୟ ଉପସ୍ଥିତ ରହି ପୂଜା କାର୍ଯ୍ୟକୁ ପରିଚାଳନା କରିଥିଲେ କ୍ଲବ ସଦସ୍ୟଙ୍କ ମଧ୍ୟରେ ସୋମ୍ୟରଞ୍ଜନ ମଙ୍ଗରାଜ, ବିବେକାନନ୍ଦ ସେଠୀ, ରତିରଞ୍ଜନ ଜେନା, ଜ୍ୟୋତିରଞ୍ଜନ ମଙ୍ଗରାଜ, ରଶ୍ମିରଞ୍ଜନ ଜେନା, ଚନ୍ଦନ କୁମାର, ପିତବାସ ସାହୁ,ବିଶାକନାୟକ, ପ୍ରସନ୍ନ ଜେନା, ପ୍ରଶାନ୍ତ ସାହୁ, ଅମିତ୍ କୁମାର,ଲିଲିପକୁମାର, ପ୍ରଶାନ୍ତ ନାୟକ, ସୁକାନ୍ତ ପହି,ସ୍ବଶ୍ଵପ୍ରମ ପହି, ଚନ୍ଦନ କିରିନା ପ୍ରମୁଖ ଯୋଗ ଦେଇଥିଲେ।