Odisha news

ପାନ ପତ୍ରର ଏହି ଛୋଟ ଉପାୟ : ବଦଳାଇ ଦେବ ଆପଣଙ୍କ ଭାଗ୍ୟ

0

ପାନ କୁ ହିନ୍ଦୁ ଧର୍ମରେ ଖୁବ ଗୁରୁତ୍ୱ ଦିଆ ଯାଇଛି l ମାନ୍ୟତା ରହିଛି ଯେ ପାନ ରେ ହିନ୍ଦୁ ଧର୍ମରେ ଦେବଦେବୀ ଙ୍କ ବାସ ରହିଛି l ସେଥିପାଇଁ ପାନ ପତ୍ରକୁ ଉଭୟ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇ ଥାଏ l ପୁରାଣରେ ଏହା ମଧ୍ୟ ବର୍ଣନା ହୋଇଛି ଦେବତାମାନେ ସମୁଦ୍ର ମନ୍ଥନ ସମୟରେ ପାନ ପତ୍ରରେ ଭଗବାନ ବିଷ୍ନୁ ଙ୍କର ଆରାଧନା କରିଥିଲେ l ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ପାନ ପତ୍ରର ପ୍ରୟୋଗ କରାଯାଇ ଥାଏ l

* ପୂଜାରେ ପାନ ପତ୍ର ପ୍ରୟୋଗ କଲେ ଦେବଦେବୀ ସନ୍ତୁଷ୍ଟ ହୋଇ ଥାଆନ୍ତି l ଯଦି ଆପଣ ପ୍ରତି ଗୁରୁବାର ଦିନ ପୂଜା କରିବା ସମୟରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ନୁ  ଙ୍କୁ ଅର୍ପଣ କରିବେ ତେବେ ଆର୍ଥିକ ସମସ୍ୟା ଦୂର ହେବ l ଏହାଦ୍ୱାରା ମଧ୍ୟ ଘରର ନକାରାତ୍ମକ ଉର୍ଜା ଦୂର ହୋଇ ସକାରାତ୍ମକ ଉର୍ଜା ଜାଗ୍ରତ ହେବ l

* ଯଦି ଆପଣ ମଙ୍ଗଳବାର ଓ ଶନିବାର ଦିନ ସଙ୍କଟ ମୋଚନ ହନୁମାନ ଙ୍କୁ ପାନ ପତ୍ର ରେ କର୍ପୁର ରଖି ଆଳତି କରିବେ, ତେବେ ଆର୍ଥିକ ସମସ୍ୟା ସହିତ ସମସ୍ତ ସମସ୍ୟା ଦୂର ହେବ l ଏପରି ମଧ୍ୟ ଆପଣ ପି[ରାତିଦିନ କରି ପାରିବେ l

* ଯଦି ଆପଣ ବ୍ୟବସାୟ ରେ ଉନ୍ନତି ଚାହୁଁଛନ୍ତି ତେବେ ପ୍ରତି ଦିନ ସକାଳୁ ଗାଧୋଇ ସାରି ୫ଟି ଓସ୍ତ ପତ୍ର ଓ ଆଠଟି ପାନ ପତ୍ରକୁ ନେଇ ଏକତ୍ର ଗୋଟିଏ ନାଲି ସୂତାରେ ବାନ୍ଧି ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ର ପୂର୍ବ ଦିଗରେ ବାନ୍ଧିଦେବେ ବ୍ୟବସାୟ ରେ ଉନ୍ନତି ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ l

Leave A Reply