ରଣପୁର : ସାରାରାଜ୍ୟରେ କରୋନା ର ଦ୍ୱିତୀୟ ଲହର ଭୟା ଭୟତା ଲୋକ ଙ୍କ ମନରୁ ଲିଭି ନଥିବା ବେଳେ ଓମୀକ୍ରାନ ଭାଇରସ ଭୟାଭୟତା ଓ ଏହା ଦ୍ୱାରା ଦ୍ୱିତୀୟ ଆସିବା ନେଇ ବିଶେଷଜ୍ଞ ମତ ଦେବା ପରେ ରାଜ୍ୟ ସରକାର ଙ୍କ ତରଫରୁ କରୋନା କଟକଣା କଡାକଡି କରାଯିବା ସହ ନୂତନ ବର୍ଷ ପାଇଁ ଭୋଜିଭାତ ପିକନିକ ଆଦି ଜନଗହଳି ପାଇଁ କଟକଣା ଜାରୀକରିଛନ୍ତି ଏହାକୁ ନଜରରେ ରଖୀ ରଣପୁର ପୋଲିସ ତରଫରୁ ରଣପୁର ଅଞ୍ଚଳ ର ପିକନିକ ସ୍ଥାନ ଅସୁରକୁମାରୀ ଓ ମଣିନାଗ ପୀଠ ରେ ଚଢ଼ାଉ କରି କଟକଣା ନମାନି ଭୋଜି କରୁଥିବା ଲୋକ ଙ୍କ ଠାରୁ ଦଶ ହଜାର ଟଙ୍କା ଫାଇନି ଆଦାୟ କରିଛନ୍ତି ଯାହାକୁ ଦେଖି ସହ ସହ ସଂଖ୍ୟ ରେ ଭୋଜି କରିବାକୁ ଆସିଥିବା ଲୋକମାନେ ଭୋଜି ନକରି ନିରାଶ ହୋଇ ଫେରି ଯାଇଛନ୍ତି ଏବଂ ଚଳିତ ବର୍ଷ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ରେ ରଣପୁର ଅଞ୍ଚଳ ର ପିକନିକ ସ୍ଥାନ ଗୁଡିକ ଫିକା ପଡିଛି ରଣପୁର ପୋଲିସ ତରଫରୁ ଏହି ଚଢ଼ାଉ ରେ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ସବ ଇନ୍ସପେକଟର ପ୍ରୀତିପ୍ରକାଶ ମହାନ୍ତି ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ ଆଗକୁ କୋଭିଡି ଅଧିକ ରୁ ଅଧିକ କଡାକଡି କରାଯିବା ନେଇ ରଣପୁର ପୋଲିସ ସୂଚନା ପ୍ରଦାନ କରିଛି