Odisha news

ଟୁଇଟର ପକ୍ଷରୁ ଜାରି ହେଲା ନୂଆ ନିୟମ, ଯାହା ଉପଭୋକ୍ତା ଙ୍କୁ ନିଜର ଫଟୋ ସେୟାର କରିବା ପାଇଁ ଅଟକାଇବ

0
ସ୍ୟନ୍ ଫ୍ରଂଶିସ୍କୋ : ଟୁଇଟର ପକ୍ଷରୁ ମଙ୍ଗଳବାର ଦିନ ନୂଆ ନିୟମ ଜାରୀ କରାଯାଇଛି । ଯେଉଁଥିରେ ଉପଭୋଗ କର୍ତ୍ତା ଙ୍କ ବିନା ସହମତି ରେ ଅନ୍ୟ ଲୋକଙ୍କର ନିଜସ୍ଵ ଫଟୋ କୁ ସେୟାର କରିବା ପାଇଁ ରୋକ୍ ଲଗାଯାଇଛି । ଏହି ନିୟମ ଲାଗୁ ହେବାର ଗୋଟିଏ ଦିନ ପରେ ସିଇଓ ବଦଳି ଗଲେ ।
ନୂଆ ନିୟମ ଅନୁସାରେ ଯେଉଁ ବ୍ୟକ୍ତିମାନେ ସାର୍ବଜନୀକ ହସ୍ତୀ ନୁହନ୍ତି, ସେମାନଙ୍କ ଫଟୋ ଓ ଭିଡିଓ ହଟାଇ ଦିଆ ଯାଇ ପାରିବ । ଯାହା ସେମାନେ ବିନା ଅନୁମତି ରେ ସେୟାର କରିଛନ୍ତି । ଟୁଇଟର ପକ୍ଷରୁ କୁହାଯାଇଛି ଯେ ଏହି ନୀତି ‘ ସାର୍ବଜନୀକ ବ୍ୟକ୍ତି ମାନଙ୍କ ଉପରେ ଲାଗୁ କରାଯାଇ ନାହିଁ । ଯେଉଁମାନେ ମିଡ଼ିଆ ଓ ଏକ ସାଙ୍ଗରେ ଟୁଇଟ ରେ କିଛି ସାର୍ବଜନୀକ ଭାବରେ ସେୟାର କରିଛନ୍ତି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମେ ସବୁବେଳେ ସେହି ସନ୍ଦର୍ଭ ରେ ଆକଳନ କରି କହିଛନ୍ତି ଯେଉଁଥିରେ ସାମଗ୍ରୀ ସେୟାର କରା ଯାଇଥାଏ ଓ ଏପରି ମାମଲାରେ ଆମେ ଛବି ଓ ଭିଡିଓ ଗୁଡ଼ିକୁ ସେୟାର କରିବାରେ ଅନୁମତି ଦେଇଥାଏ ।
ଇଣ୍ଟରନେଟ ଉପଯୋକର୍ତ୍ତା ଙ୍କୁ ପ୍ଲାଟଫର୍ମ ରେ ଅପିଲ କରିବାର ଅଧିକାର, ଯେବେ ସେମାନଙ୍କ ବିଷୟରେ ଫଟୋ, ଡାଟା ତୃତୀୟ ପକ୍ଷ ଦ୍ଵାରା ପୋଷ୍ଟ କରାଯାଇ ଥାଏ, ବିଶେଷ ଭାବରେ ଦୁର୍ଭାଗ୍ୟ ପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ବର୍ଷ ବର୍ଷ ଧରି ଏହି ଅସୁବିଧା ଚାଲିଛି ।
Leave A Reply