Odisha news

ଡୋମନେଟିଙ୍ଗ ହୋଇଥାଆନ୍ତି ଏହି ୪ଟି ରାଶିର ଝିଅ : ସ୍ୱାମୀଙ୍କୁ ନିଜ ନିୟନ୍ତ୍ରଣ ରେ ରଖିବା ସହିତ କରନ୍ତି ପ୍ରଭୁତ୍ୱ ବିସ୍ତାର

ସବୁ ଝିଅ ଚାହିଁ ଥାଆନ୍ତି ଯେ ବିବାହ ପରେ ତାଙ୍କ ସ୍ୱାମୀ ତା କଥାରେ ରହିଥାଉ ଓ ତାର ସମସ୍ତ ଇଛା ପୁରଣ କରି ଥାଉ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ଝିଅଙ୍କ ସ୍ଵଭାଵ ରେ ଡୋମିନେଟିଙ୍ଗ ହୋଇ ଥାଆନ୍ତି l ଏମାନେ ନିଜ ସ୍ୱାମୀ ସହିତ ଅନ୍ୟ ପରିବାର ସଦସ୍ୟଙ୍କୁ ନିଜ ଅକ୍ତିଆର ରେ ରଖି ଥାଆନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ୪ଟି ରାଶି ବିଷୟରେ କୁହାଯାଇଛି l

* ବୃଷ ରାଶି – ବୃଷ ରାଶିରେ ଜନ୍ମ ହୋଇଥିବା ଝିଅ ଖୁବ ଡୋମିନେଟିଙ୍ଗ ହୋଇ ଥାଆନ୍ତି l ନିଜ କଥାକୁ ସତ୍ୟ ପ୍ରମାଣିତ କରିବା ପାଇଁ, କୌଣସି ସ୍ଥିତିକୁ ଯାଇପାରେ l ଏହି ରାଶିରେ ଜନ୍ମ ହୋଇଥିବା ଝିଅ ନିଜ ଜୀବନ ସାଥୀକୁ ନେଇ ଖୁବ ପଯେସିଭ ଅଟନ୍ତି l ବିବାହ ପରେ ନିଜ ସ୍ୱାମୀକୁ ଅକ୍ତିଆର ରେ ରଖି ଥାଆନ୍ତି l

* କନ୍ୟା ରାଶି – କନ୍ୟା ରାଶିର ଝିଅମାନେ ଖୁବ ପ୍ରାକ୍ଟିକାଲ ଅଟନ୍ତି l ଏମାନେ ନିଜ ଇମୋସନ କୁ କାବୁରେ ରଖିବା ଖୁବ ଜାଣି ଥାଆନ୍ତି l କିନ୍ତୁ ଯାହାକୁ ଭଲ ପାଇ ଥାଆନ୍ତି ତାହା ପାଇଁ ଖୁବ ପଯେସିଭ ହୋଇ ଥାଆନ୍ତି l ଏହି ରାଶିର ଝିଅ ଖୁବ ଡୋମିନେଟିଙ୍ଗ ଅଟନ୍ତି l କିନ୍ତୁ ବିବାହ ପରେ ନିଜର ସ୍ଵଭାବକୁ ନିଜ ଉପରେ ହାବି ହେବାକୁ ଦେଇ ନଥାଆନ୍ତି l

* କୁମ୍ଭ ରାଶି – କୁମ୍ଭ ରାଶିର ଝିଅମାନେ ଆତ୍ମା ବିଶ୍ୱାସରେ ଭରପୁର ଅଟନ୍ତି l ଏମାନଙ୍କ ନିକଟରେ ନିଜର ଭାବନାକୁ ନିୟନ୍ତ୍ରଣ କରିବାର ଅଦ୍ଭୁତ ଗୁଣ ରହିଥାଏ l ବିବାହ ପରେ ସ୍ୱାମୀ କୁ ସମ୍ପୂର୍ଣ ଆୟତରେ ରଖି ଥାଆନ୍ତି l

* ସିଂହ ରାଶି – ଏହି ରାଶିର ଝିଅ ବୁଦ୍ଧିମାନ ହେବା ସହିତ ରାଗି ହୋଇ ଥାଆନ୍ତି l ନିଜ ସମ୍ପର୍କ କୁ ସୁଦୃଢ଼ କରିବା ପାଇଁ ନିଜର ସମସ୍ତ ପ୍ରୟାସ କରି ଥାଆନ୍ତି l ଏମାନେ ତାଙ୍କ ବାୟୁବାହିକ ଜୀବନରେ ଅନ୍ୟ କାହାର ହସ୍ତକ୍ଷେପ କୁ ପସନ୍ଦ କରନ୍ତି ନାହିଁ l ନିଜର ସ୍ୱାଧୀନତାକୁ ଖୁବ ଗୁରୁତ୍ୱ ଦିଅନ୍ତି l

Comments are closed.