ପୋଲସରା :19/10/2021(ରଞ୍ଜୟ ପାଣିଗ୍ରାହୀ )ପୋଲସରା ବ୍ଲକ ର ଜଣା ଶୁଣା ତଥା ଘୁମୁସର ବିଜେପି ଉପସଭାପତି ପ୍ରଭାକର ପଣ୍ଡା ଙ୍କ ବାପା ବାଉରୀବନ୍ଧୁ ପଣ୍ଡା ଙ୍କ ନିଜ ବାସଭବନ ରୁମାଗଡ଼ ଠାରେ ମୃତ୍ୟୁ ହୋଇଅଛି l ମୃତ୍ୟୁ ବେଳକୁ ତାଙ୍କୁ 87ବର୍ଷ ହୋଇଥିବା ବେଳେ ସେ ପାରାଲେସିସି ରୋଗରେ ଆକ୍ରାନ୍ତ ହୋଇ ଚିକିଛିତ ହୋଇଆସୁଥିଲେ,
କିନ୍ତୁ ଆଜି ରାତ୍ର 7.30ସମୟରେ
ତାଙ୍କର ନିଜ ଗ୍ରାମ ରୁମାଗଡ ବାସଭବନ ରେ ମୃତ୍ୟୁ ହୋଇଯାଇଅଛି. ମୃତ୍ୟୁ ସମୟରେ ତାଙ୍କପାଖରେ ତାଙ୍କର ପୁତ୍ର, ବୋହୁ, ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲେ l ଏହି ଖବର ପ୍ରସାରିତ ହେବା ପରେ ଆଖ ପାଖ ଅଂଚଳ ସହ ବୁଗୁଡ଼ା ଓ ପୋଲସରା ବ୍ଲକରୁ ଦଳ ଗତ ନିବ୍ରୀ ଶେଷରେ ସମବେଦନା ଜଣାଇବା ପାଁଇ ସୁଅ ଛୁଟିଥିଲା l ରୁମାଗଡ଼, ମନ୍ଦାର ସହ ଆଖ ପାଖ ଲୋକଙ୍କ ସହଯୋଗ ରେ ବାପାଙ୍କ ଶବ କୁ ଶବ ସତ୍କାର କରିବାକୁ ନିଆଯାଇଥିଲା l
Comments are closed.