ପୋଲସରା: 08/09/2021(ରଞୟ ପାଣିଗ୍ରାହୀ ସକାଳ ଖବର ଗଞାମ ଜିଲ୍ଲା କବିସୂର୍ଯ୍ୟନଗର ର ବାଲିଛାଇ ଫାଣ୍ଡି କାର୍ଯ୍ୟରତଏ ଏସ ଆଇ ଙ୍କୁ ଡିଜିପି ପୁରସ୍କାର ସହ ସମ୍ବଦ୍ଧିତ କଲେ ଗଞ୍ଜାମ ଏସ. ପି.ବ୍ରିଜେଶ କୁମାର ରାୟ ଉଲେଖନୀୟ ସେବାପାଇଁ ୨୦୨୦ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଏ ଏସ ଆଇ ପହରାଜ ଭବିଷ୍ୟତ ରେ ଜନସାଧାରଣଙ୍କ ପ୍ରତି ସେବା ମନବୃତି, କଠିନ ପରିଶ୍ରମ ଓ ଉତ୍ସଗ୍ରୀକୃତ ସେବା ଜାରି ରଖିବାକୁ ଏସ. ପି. ପରାମର୍ଶ ଦେଇଥିଲେ, ଶ୍ରୀ ପହରାଜଗତ ଚାରିବର୍ଷ ଧରି ବାଲିଛାଇ ଫାଣ୍ଡିରେ କାର୍ଯ୍ୟ ରତ ଅଛନ୍ତି ସେ କହିଛନ୍ତି କି ଲୋକଙ୍କ ସେବା କରିବା ମୋର ପ୍ରଥମ କର୍ତଵ୍ୟ ଏବଂ ତାହା ସହ ମୁଁ ମୋ କର୍ତ୍ତବ୍ୟ ରୁ କେବେବି ଓହୋରିବିନାହିଁ। ପହରାଜ ଙ୍କ ଏହି ମହାନ କାର୍ଯ୍ୟ ପାଇଁ ଫାଣ୍ଡି ର ସମସ୍ତ ପଞ୍ଚାୟତ ରେ ଖୁସି ର ଲହର ଦେଖି ବାକୁ ମିଳିଅଛି ।
Comments are closed.