ନୂଆପଡା-୨୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ବୋଡେ଼ନ ବ୍ଲକ ଦଳିତ ବସ୍ତିକୁ ସଡ଼କ ନଥିବା ବେଳେ ଉକ୍ତ ରାସ୍ତା ଉପରେ ଅଳିଆ ଆବର୍ଜନା, ନାଳ ନାର୍ଦ୍ଧମା ଜଳ ଜମି ରହି ଦୁର୍ଗନ୍ଧ ବ୍ୟାପି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ରୁ ସେହି ସଡ଼କ ତୁରନ୍ତ ନିର୍ମାଣ ନେଇ ବିଧାୟକ ଅଧିରାଜ ପାଣିଗ୍ରାହୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ସଡ଼କ ନିର୍ମାଣ ସହ ଗୋଟିଏ ପାର୍ଶ୍ୱରେ ନାଳ ନିର୍ମାଣକଲେ ଅଳିଆ ପାଣି ନିଷ୍କାସନ ହେବା ନେଇ ଗୁରୁତ୍ବ ଦେଇଥିଲେ। ଦୀର୍ଘ ବର୍ଷ ରୁ ପଡାବସୀ ଦାବୀ କରୁଥିଲେ ମଧ୍ୟ ତାର ସମାଧାନ ହୋଉନଥିଲା। ଆଜି ସଡ଼କ ନିର୍ମାଣ ନେଇ ସମ୍ପୃକ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।
Comments are closed.