Iନୂଆଦିଲ୍ଲୀ : ଇନଷ୍ଟିଚ୍ୟଟର ଅଫ ବ୍ୟାଙ୍କିଙ୍ଗ ସିଲେକ୍ସନ୍ କମିଶନ ୧୦ ହଜାରରୁ ଅଧିକ ପଦବୀ ପାଇଁ ଆବେଦନ ପତ୍ର ଗ୍ରହଣ କରୁଛନ୍ତି । ଏହି ଖାଲି ସ୍ଥାନ ପାଇଁ ଗ୍ରାମୀଣ , ଆଞ୍ଚଳିକ ର ବିଭିନ୍ନ ବ୍ୟାଙ୍କର ଅଫିସର , କିରାଣୀ ସହିତ ବିଭିନ୍ନ ପାଇଁ ୧୦୪୬୬ ପଦବୀ ଖାଲି ରହିଛି ।ଯୋଗ୍ୟ ପର୍ଥି ଆଜିଠାରୁ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ଆବେଦନ କରିବାର ଶେଷ ତାରିଖ ୨୦୨୧ ଜୁନ୍ ୨୮ ତାରିଖ ଅଟେ ।
– ଅନଲାଇନ୍ ଆବେଦନ ପାଇଁ ଜୁନ୍ ୨୮ ତାରିଖ ସୁଦ୍ଧା ଆବେଦନ କରି ପାରିବେ ।
– ଅନଲାଇନ୍ ଆବେଦନ ର ଜମା କରିବାର ଶେଷ ତାରିଖ ୨୦୨୧ ଜୁନ୍ ୨୮ ।
– ଆବେଦନ ସୁଲ୍କ ଜମା କରିବାର ଶେଷ ତାରିଖ ୨୦୨୧ ଜୁନ୍ ୨୮ ।
– ଅନଲାଇନ୍ ପରୀକ୍ଷା ପାଇଁ କଲ୍ ଲେଟର ଡାଉନଲୋଡ୍ କରିବାର ଶେଷ ତାରିଖ ଜୁଲାଇ କିମ୍ବା ଅଗଷ୍ଟ ମାସ ୨୦୨୧ ।
– ଅନଲାଇନ୍ ପରୀକ୍ଷା ଘୋଷଣା ତାରିଖ ସେପ୍ଟେମ୍ବର ୨୦୨୧ ।
– ଅନଲାଇନ୍ ପରୀକ୍ଷା ତାରିଖ ଅଗଷ୍ଟ ୨୦୨୧ ।
– ଅନଲାଇନ୍ ପରୀକ୍ଷାର ପରିଣାମ ଘୋଷଣା ସେପ୍ଟେମ୍ବର ।
– ଅଫିସ ଆସିଷ୍ଟାଣ୍ଟ ପାଇଁ ୫୦୯୬ ପଦବୀ ଖାଲି ।
– ସ୍କେଲ ୧ କର୍ମଚାରୀ ମାନଙ୍କ ପାଇଁ ୪୧୧୯ ପଦବୀ ଖାଲି ।
– ଅଫିସର ସ୍କେଲ୍ ୨ – ୧୧୦୦ପଦବୀ ଖାଲି ।
– ଅଫିସର ସ୍କେଲ ୩ – ୧୫୧ ପଦବୀ ଖାଲି ।
– ଅଫିସ୍ ଆସିଷ୍ଟାଣ୍ଟ ପାଇଁ ବୟସ ସୀମା – ୧୮ – ୨୮
– ଅଫିସର ସ୍କେଳ ୧ ପାଇଁ ବୟସ ସୀମା – ୧୮ – ୩୦ ବର୍ଷ
– ଅଫିସର ଷ୍କେଲ ୨ ପାଇଁ ବୟସ ସୀମା – ୨୧ – ୩୨।
– ଅଫିସର ସ୍କେଲ ୩ ପାଇଁ ବୟସ ସୀମା – ୨୧-୪୦ ।
– ଆୟୁର ଗଣନା ଜୁନ୍ ୨୦୨୧ ରୁ କରାଯିବ
– ଅଫିସ ଆସିଷ୍ଟାଣ୍ଟ ପାଇ ବେତନ ୭୨୦୦-୧୯୩୦୦
– ସ୍କେଲ ୧ ଅଫିସର ପାଇଁ ବେତନ – ୧୪୫୦୦-୨୫୭୦୦
– ଅଫିସର ଷ୍କେଲ ୨ ପାଇଁ ବେତନ ୧୯୪୦୦-୨୮୧୦୦
– ଅଫିସର ଷ୍କେଲ ୩ ପାଇଁ ବେତନ ୨୫୭୦୦-୩୧୫୦୦
ଆବେଦନ ପାଇଁ ଶୁଳ୍କ – ସାଧାରଣ ବର୍ଗ ଙ୍କ ପାଇଁ-୮୫୦ ଟଙ୍କା
– SC/ST/PWD ବର୍ଗ ଙ୍କ ପାଇ -୧୭୫ ଟଙ୍କା।
– ଅନଲାଇନ୍ ରେ ଆବେଦନ କରିବା ପାଇଁ ଅଧିକରିକ ୱେବସାଇଟ ibps.in କୁ ଯିବାକୁ ପଡ଼ିବ । ହୋମ୍ ପେଜ୍ ରେ ଥିବା CRP RRBs ସେକ୍ସନ କୁ ଯିବାକୁ ପଡିବ । ଏଠାରେ ଥିବା ଆବେଦନ ପ୍ରକ୍ରିୟାରେ ପୂରଣ କରିବେ ।
ଚୟନ ପ୍ରକ୍ରିୟା ଲିଖିତ ଓ ଇଣ୍ଟରଭ୍ୟୁ ଆଧାରରେ କରାଯିବ ।
Comments are closed.