ନୂଆଦିଲ୍ଲୀ : କେଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲା କୋଭିଡ – ୧୯ ରୋଗୀମାନେ ଯେଉଁମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ,ସେମାନେ ନିଶ୍ୱାସ ନେବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି l ବର୍ତ୍ତମାନ ସାରା ଭାରତରେ କୋଭିଡ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ସେଥିପାଇଁ ଡାକ୍ତରଖାନା ଗୁଡିକରେ ଉତ୍ତେଜନା ଛାଇ ରହିଛି l ଡାକ୍ତର ମାନେ ନିଜର ଅକ୍ସିଜେନ ସ୍ତର କିପରି ଠିକ ରଖିବେ ସେ ବିଷୟରେ ସୂଚନା ଦେଇଛନ୍ତି l ଯାହାଦ୍ୱାରା ଆପଣ ଚିନ୍ତା କରିପାରିବେ ଯେ ଆପଣ ଡାକ୍ତର ଖାନାରେ ଭର୍ତି ହେବେକି ନାହିଁ l
କଣ ସୂଚନା ଦିଆଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ –
ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଲେଟ ଫେସିଙ୍ଗ କୁ ବର୍ତମାନ ସ୍ଥଳରେ ସବୁଠୁ ଉତ୍ତମ ମାଧ୍ୟମ କୁହାଯାଇଛି l ଯାହା ଆରାମ ଓ ଅକ୍ସିଜେନ ର ସ୍ତରକୁ ଠିକ କରିଥାଏ l ଯଦି ଅକ୍ସିଜେନ ସ୍ତର ୯୪ ରୁ ତଳକୁ ଖସି ଯାଇଛି ତେବେ ତେବେ ଘରୋଇ ଉପାୟରେ ଗୋଟିଏ ରୋଗୀକୁ ସୁଧାର କରାଯାଇ ପାରିବ ,ଯେଉଁ ଉପାୟ ଦ୍ୱାରା ବାୟୁ କୋଷିକା ଗୁଡିକ ଖୋଲିଯିବ l
ଆପଣଙ୍କୁ ପାଖାପାଖି ୪ ରୁ ୫ଟି ତକିଆ ଆବଶ୍ୟକ – ଗୋଟିଏକୁ ବେକ ତଳେ ରଖିବା ଉଚିତ ,ଯେବେକି ଆଉ ଦୁଇଟି କୁ ଜଂଘ ର ମାଧ୍ୟମରେ ଛାତିର ତଳ ଭାଗରେ ରଖାଯିବା ଆବଶ୍ୟକ l ଆଉ ଦୁଇଟି ତକିଆକୁ ମୁଣ୍ଡ ତଳେ ରଖିବା ଉଚିତ l
ପେଟେଇ ହୋଇ ଶୋଇବାର ପ୍ରତେକ ୩୦ ମିନିଟରେ ପ୍ରତେକ ସ୍ଥିତି ରେ ପାର୍ଶ୍ୱ ପରିବର୍ତନ କରିବା ଆବଶ୍ୟକ ଓ ମଝିରେ ମଝିରେ ଉଠି ବସିବା ଆବଶ୍ୟକ l
ମନ୍ତ୍ରଣାଳୟ ପକ୍ଷରୁ ସୂଚୀ ବଧ କରାଯାଇଛି ଯେ ଏହି ପ୍ରକ୍ରିୟାକୁ କେଉଁମାନେ କରିବା ଉଚିତ ନୁହେଁ l
ଗର୍ଭା ବସ୍ଥାରେ
ହୃଦୟ ସମ୍ବନ୍ଧୀୟ ରୋଗ
ଯଦି ଅଣ୍ଟା କିମ୍ବା ସ୍ପାଇନାଲ ଅସୁବିଧା ଥିଲେ ସେମାନେ ଏହି ପ୍ରକ୍ରିୟା କରିବା ସମୟରେ ଧ୍ୟାନ ରଖିବା ଆବଶ୍ୟକ l
ଭୋଜନ ପରେ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ କରିବା ଉଚିତ ନୁହେଁ l
ଏହି ପ୍ରକ୍ରିୟା ସମୟରେ ଯଦି କୌଣସି ଆଘାତ ଲାଗିଛି ସେଥିପ୍ରତି ଧ୍ୟାନ ରଖନ୍ତୁ l
ନିଜର ଅକ୍ସିଜେନର ମାତ୍ରକୁ ଆଖି ଆଗରିବ ରଖି ଆପଣ ତକିଆ ସାହାଯ୍ୟରେ ଏଭଳି ପ୍ରକ୍ରିୟା କରି ପାରିବେ l
ପ୍ରଥମେ ପଟେଇ ହୋଇ ସୋଇ ଦ୍ରୁତ ଗତିରେ ନିଶ୍ୱାସ ନେବା ସହିତ ସେହି ପ୍ରକ୍ରିୟାକୁ କଡେଇ ହୋଇ ଓ ଚିତ୍ତ ହୋଇ ସୋଇ ମଧ୍ୟ ବାରମ୍ବାର କରିବେ l
