କରୋନା ଭାଇରସ : କରୋନା ଭାଇରସ ସମ୍ବଧୀୟ କୌଣସି ତଥ୍ୟ କିମ୍ବା ରୋଗ ବିଷୟରେ ଜାଣିବାକୁ ହେଲେ ନିମ୍ନ ଲିଖିତ ଭାରତର ସମସ୍ତ ରାଜ୍ୟର ହେଲ୍ପ ଲାଇନ ନମ୍ବର (ନିଶୁଲ୍କ ସେବା ) ରେ ଯୋଗାଯୋଗ କରନ୍ତୁ
ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୭,୩୫୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧,୧୮୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୪୨,୯୧,୯୧୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧,୧୮୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୪,୩୦୮ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୧୮,୩୦୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୨୫,୪୭,୮୬୬।
ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୫,୬୯,୭୪୩।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୧,୭୨,୨୩,୫୦୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୧୪ ସୁଦ୍ଧା ସମୁଦାୟ ୨୬,୩୪,୭୬,୬୨୫ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୪,୭୩,୨୧୦ଟି ନମୁନା
Coronavirus helpline numbers in India | |
State | Helpline Nos. |
Andhra Pradesh | 0866-2410978 |
Arunachal Pradesh | 9436055743 |
Assam | 6913347770 |
Bihar | 104 |
Chhattisgarh | 104 |
Goa | 104 |
Gujarat | 104 |
Haryana | 8558893911 |
Himachal Pradesh | 104 |
Jharkhand | 104 |
Karnataka | 104 |
Kerala | 0471-2552056 |
Madhya Pradesh | 104 |
Maharashtra | 020-26127394 |
Manipur | 3852411668 |
Meghalaya | 108 |
Mizoram | 102 |
Nagaland | 7005539653 |
Odisha | 9439994859 |
Punjab | 104 |
Rajasthan | 0141-2225624 |
Sikkim | 104 |
Tamil Nadu | 044-29510500 |
Telangana | 104 |
Tripura | 0381-2315879 |
Uttarakhand | 104 |
Uttar Pradesh | 18001805145 |
West Bengal | 1800313444222, 03323412600 |