Odisha news
Monthly Archives

May 2026

ସୁଭଦ୍ରା’ ଯୋଜନା : ଦ୍ଵିତୀୟ ଏବଂ ତୃତୀୟ କିସ୍ତିରୁ ବାଦ୍ ପଡ଼ିଯାଇଥିବା ୭୯ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ…

ଭୁବନେଶ୍ୱର: ବିଜେପି ସରକାରଙ୍କ ବହୁ ଆଙ୍କାକ୍ଷିତ ’ସୁଭଦ୍ରା’ ଯୋଜନାରୁ ବାଦ୍‌ ପଡ଼ିଥିବା ୭୯ ହଜାର ହିତାଧିକାରୀଙ୍କୁ ଆଜି ଡାଇରେକ୍ଟ୍‌ ବେନିଫିଟ୍‌ ଟ୍ରାନ୍‌ସଫର (ଡିବିଟି) ମାଧ୍ୟମରେ ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ…
Read More...

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ :…

ଭୁବନେଶ୍ୱର, ତା.୦୩/୦୫: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ସଂକଳ୍ପ ପତ୍ରରେ ଦିଆ୍‌ାଇଥିବା ପ୍ରତିଶୃତି ମଧ୍ୟରୁ ଅନେକାଂଶ ପୂରଣ…
Read More...

ବିଧାନସଭାର କମିଟି ସମ୍ପର୍କିତ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ : ସମ୍ମିଳନୀରେ ଯୋଗଦେବା ପାଇଁ ଜୟପୁର ଗସ୍ତରେ…

ଭୁବନେଶ୍ୱର ତା ୦୩/୦୫ : ବିଧାନସଭା ଗୁଡିକର କମିଟି ସମ୍ପର୍କିତ ୨ୟ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଜୟପୁରଠାରେ ମଇ ୫ତା ଦିନ ଅନୁଷ୍ଠିତ ହେଉଅଛି lମଧ୍ୟପ୍ରଦେଶର ବାଚସ୍ପତି ଶ୍ରୀ ନରେନ୍ଦ୍ରସିଂହ ତୋମାରଙ୍କ ଅଧକ୍ଷତାରେ…
Read More...

ବରିଷ୍ଠ ନେତା ଶ୍ରୀଯୁକ୍ତ ଐରଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ୱର, ତା ୦୩/୦୫: ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଦଳରୁ ନିଲମ୍ବିତ ହୋଇଥିବା ବରିଷ୍ଠ ନେତା ଶ୍ରୀଯୁକ୍ତ ଐରଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି ବୋଲି ରାଜ୍ୟ ଶୃଙ୍ଖଳା କମିଟିର ଆବାହାକ ଶ୍ରୀ…
Read More...

ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ କାର୍ଯ୍ୟାନୁଷ୍ଠାନ : ନୂଆପଡା ଜିଲ୍ଲାର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଦଳରୁ ନିଲମ୍ବନ

ଭୁବନେଶ୍ୱର, ତା.୦୩/୦୫: ଦଳୀୟ ଶୃଙ୍ଖଳା ଭଙ୍ଗ ଓ ଅନୁଶାସନହୀନ ଆଚରଣ କାରଣରୁ ନୂଆପଡା ଜିଲ୍ଲା ଅନ୍ତର୍ଗତ ଭାଲୁକୋନାର ଶ୍ରୀ ବୀରବଲ ସାହୁ, ଦଲେଦାର ଦୟାଲାଲ ସାହୁ, ହାତୀସରାର ଶଙ୍କର ଲାଲ ଅହୀର ଏବଂ ବେଲଟୁକ୍ରିର ଶ୍ରୀ ସନ୍ତୋଷ…
Read More...

ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା

ଭୁବନେଶ୍ୱର ତା.୦୩/୦୫: ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ ଆଜି ଅନୁସୁଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।
Read More...

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ 

ବାଲିଗୁଡ଼ା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ସୁଡ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଦୀପ ନିଆଁରୁ ଘଟିଲା ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ…
Read More...

ଜମି ଭାଗ ବଣ୍ଟା କୁ ନେଇ ଶଶୁର ଘର ଗାଁ ରେ ଜ୍ୱାଇଁ କୁ ଗୁଳି କରି ହତ୍ୟା 

ବାଲିଗୁଡା,ତା, ୦୩/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଗୁମା ପଞ୍ଚାୟତ ର ସାପେରି ଗାଁ ରେଏକ ବଡ଼ ଅଘଟଣ l ଶଶୁର ଘର ଗାଁ ରେ ଜ୍ୱାଇଁ ଙ୍କୁ…
Read More...

ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାର ବଡ଼ ଘୋଷଣା : ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୨୨ ଟଙ୍କା…

ଭୁବନେଶ୍ବର: ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଶ୍ରମିକମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ଶ୍ରମିକମାନଙ୍କର ଦୈନିକ ମଜୁରି ବଢ଼ାଇଛନ୍ତି।…
Read More...

ଗର୍ଭବତୀ ଓ ପ୍ରସୂତି ମହିଳା ଭାରରେ ଓ ଖଟରେ ବୋହିବା ଭଳି ଦୃଶ୍ୟ ଆଉ ଦୃଶ୍ୟମାନ ହେବନି : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗ୍ରାମ୍ୟ ସଡ଼କ ଯୋଜନାରେ ଓଡ଼ିଶା ନୂଆ ଉଦାହରଣ ସୃଷ୍ଟି କରିବ I ଆଗାମୀ ଦିନରେ ରାସ୍ତା ଓ ସେତୁ ନିର୍ମାଣ ହେଲେ ଗର୍ଭବତୀ ଓ ପ୍ରସୂତି ମହିଳା ଭାରରେ ଓ ଖଟରେ ବୋହିବା ଭଳି ଦୃଶ୍ୟ ଆଉ ଦୃଶ୍ୟମାନ ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ…
Read More...