Odisha news
Daily Archives

January 11, 2020

ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରୁଛି ସ୍ମାର୍ଟ ବମ୍‌, ଲଢୁଆ ଯୁଦ୍ଧଯାନ

ନାଗପୁର : ସୁରକ୍ଷା କ୍ଷେତ୍ରରେ ଭାରତ ପ୍ରତି ଉଭୟ ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଛି । ଏହି କାରଣରୁ ଭାରତ ଭବିଷ୍ୟତର ଆହ୍ଵାନର ମୁକାବିଲା କରିବା ପାଇଁ ଦ୍ରୁତ ଗତିରେ ନିଜର ସାମରିକ ବାହିନୀର ଆଧୁନୀକିକରଣ କରୁଛି । ଭାରତ…
Read More...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜାତିଭିତ୍ତିକ ଗଣନା ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ୨୦୨୧ରେ ଭାରତର ଜନଗଣନା ହେବ। ଏହି ସମୟରେ ରାଜ୍ୟ ସରକାର ଏସ୍‌ସିବିସି (ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ)ଙ୍କ ଗଣନା କରିବାକୁ ପ୍ରସ୍ତାବ ରଖିଛନ୍ତି। ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହେଲେ ମମତା

କୋଲକାତା:କୋଲକାତା ପୋର୍ଟ ଟ୍ରଷ୍ଟ୍‌ର ୧୫୦ତମ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ୍‌ କରିବାର ମାତ୍ର କେତେ ସମୟ…
Read More...

ପ୍ରଥମ କରି ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ ଉପରେ ଓହ୍ଲାଇଲା ଲଢୁଆ ବିମାନ ‘ତେଜସ୍‌ ଏଲ୍‌ସିଏ’ର ନୌସେନା ମଡେଲ୍‌

ନୂଆଦିଲ୍ଲୀ: ଶନିବାର ଦିନ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ ଉପରେ ନୌସେନା ପାଇଁ ନିର୍ମିତ ହାଲୁକା ଲଢୁଆ ବିମାନ ‘ତେଜସ୍‌ ଏଲ୍‌ସିଏ’ର ଏକ ମଡେଲ୍‌କୁ ଅବତରଣ କରାଯାଇଥିବା କଥା ଦୁଇ ଜଣ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।…
Read More...

ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣା, ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଦଙ୍ଗା ଭଳି ସାଂଘାତିକ ଦଫା ୧୮…

ଭୁବନେଶ୍ବର : ଜେଏନୟୁ ଶୈଳୀରେ ଭୁବନେଶ୍ବରର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣାକୁ ଗମ୍ଭୀରତାର ସହ ନେଇଛି କମିସନରେଟ୍ ପୁଲିସ୍। ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଦଙ୍ଗା ଭଳି ସାଂଘାତିକ ଦଫା ।…
Read More...

ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ରୋଗ ବି ଦୂର ହେବ

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ଶରୀର ଭିତରୁ…
Read More...

ପ୍ରତିଦିନ କଞ୍ଚା ପରିବା ଖାଇବା ଉଚିତ, ଜାଣନ୍ତୁ କାରଣ

ପ୍ରତିଦିନ ଆମେ କେତେକ ପନିପରିବାକୁ ରାନ୍ଧି ତରକାରି ବା ଭଜା ଆକାରରେ ଖାଇଥାଉ। କିନ୍ତୁ ଅଧିକାଂଶ ପନିପରିବାକୁ ରାନ୍ଧିବା ପରେ ପୁଷ୍ଟିତତ୍ତ୍ୱ ନଷ୍ଟ ହୋଇଥାଏ । ଏହାଛଡ଼ା ଆପଣଙ୍କର ପାଚନ କ୍ରିୟା ମଧ୍ୟ ଦୁର୍ବଳ ହୋଇଥାଏ । ଏଣୁ…
Read More...

ଲଭ୍‌-ସେକ୍ସ୍‌-ଧୋକା : ଅଧ୍ୟାପିକାଙ୍କୁ ଦୁ‌ଷ୍କର୍ମ କରୁଥିଲେ ବ୍ୟାଙ୍କ ଉପ-ମହାପ୍ରବନ୍ଧକ! ବ୍ଲାକମେଲିଂ ଅଭିଯୋଗ…

ଚନ୍ଦ୍ର‌ଶେଖରପୁର : ବିବାହର ପ୍ରଲୋଭନ ଦେଖାଇ ଜଣେ ଅଧ୍ୟାପିକାଙ୍କ ସହ ଶାରୀରିକ ସଂପର୍କ ରଖିବା, ଅସଂଯତ ଅବସ୍ଥାର ତାଙ୍କର ଭିଡିଓ ରେକର୍ଡିଂ କରିବା ଓ ଶେଷରେ ପ୍ରତାରଣା ଦେବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି…
Read More...

ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ରଖିବା ପ୍ରସଙ୍ଗ : ୬କୋଟି ରଖିଲେ ବିଦେଶ ଟୁର୍, ୬୦୦ କୋଟିରୁ…

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଏସ୍ ବ୍ୟାଙ୍କ ନାମକ ଏକ ଘ‌ରୋଇ ଜମା ରଖିବା ଘଟଣାକୁ ନେଇ ଏବେ ସନ୍ଦେହର ବାତାବରଣ ତିଆରି ହୋଇଛି। ଗତ ୪ ଦିନ ହେବ ଏ ଖବର ଗଣମାଧ୍ୟମ‌ର ଶିରୋନାମାରେ ରହିବା,…
Read More...

ଆଜିର ରାଶିଫଳ

ମେଷ: ଜରୁରୀ କାମ ସମାପ୍ତ ପାଇଁ ଉତ୍ସାହିତ ହେବେ। ସତର୍କତାର ସହ ଅନ୍ୟମାନଙ୍କ ସହ କଥା ହୁଅନ୍ତୁ। ଚାକିରି ପରିବର୍ତ୍ତନ ପାଇଁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବୃଷ: ପରିବାର ସହଯୋଗରେ ସମସ୍ୟାର ସମାଧାନ ହେବ।…
Read More...