Odisha news

ଯେଉଁ ମହିଳାଙ୍କ ନିକଟରେ ରହିଥାଏ ଏହିସବୁ ପ୍ରକୃତି , ଘରର ସୁଖ ସମୃଦ୍ଧି ରେ ଆସିଥାଏ ବାଧା

0
ଶାସ୍ତ୍ର ରେ ମଣିଷ ଜୀବନକୁ ନେଇ ଏଭଳି ଅନେକ ତଥ୍ୟ ରହିଛି ଯାହାକି , ଯେପରିକି ଗରୁଡ଼ ପୁରାଣ ରେ ଜନ୍ମ-ମୃତ୍ୟୁ, ପୁନର୍ଜନ୍ମ, କର୍ମ ଏବଂ ନୀତି-ଧର୍ମ ଆଦି ସହିତ ଜଡିତ ଅନେକ ଗହନ ରହସ୍ୟ ରହିଛି l ଯେଉଁ ବ୍ୟକ୍ତି ଏହାକୁ ପାଳନ କରିଥାଏ, ସେ ଜୀବନ ରେ ସୁଖୀ ହୋଇଥାଏ l

ଯେଉଁ ନାରୀ ମାନେ କରିଥାଆନ୍ତି ଏହିସବୁ ଭୁଲ ସମୃଧିରେ ଆସିଥାଏ ବାଧା –

ମହିଳା ମାନେ କରନ୍ତୁ ନାହିଁ ଭୁଲ –
– ଅତିଥି ଙ୍କର ଅପମାନ – ଶାସ୍ତ୍ରରେ ବର୍ଣନା ରହିଛି ଅତିଥି ଭଗବାନଙ୍କ ସ୍ୱରୂପ, ଘରକୁ ଆସିଥିବା ଅତିଥି ମାନଙ୍କର ଅପମାନ କଦାପି କରିବା ଉଚିତନୂହେଁ , ମହିଳା ମାନେ ଘରକୁ ଆସୁଥିବା ଅତିଥି ଙ୍କର ସମ୍ମାନ କରିବା ଜରୁରୀ, ଯେଉଁ ଘରେ ଅତିଥି ଙ୍କର ଅସମ୍ମାନ କରାଯାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ l

– ନିଛାଟିଆ ଜାଗାକୁ ଯାଆନ୍ତୁ ନାହିଁ –
ମହିଳାମାନେ କଦାପି ଅଜଣା ଓ ନିଛାଟିଆ ଜାଗାକୁ ଯାଆନ୍ତୁ ନାହିଁ, ଏହା ଜୀବନ ରେ ବିଭିନ୍ନ ସଙ୍କଟ ନେଇ ଆସିଥାଏ, କାହିଁକିନା ଅଜଣା ଲୋକଙ୍କ ସହିତ ସମ୍ପର୍କ ସମୃଧିରେ ବାଧା ଆଣିଥାଏ l

– ଅଯଥା ଖର୍ଚ୍ଚ –
ମହିଳା ପରିବାର ର ଲକ୍ଷ୍ମୀ, ଏବଂ ସେମାନେ ମିତ ବ୍ୟୟୀ ହେବା ଜରୁରୀ, ଅଯଥା ଖର୍ଚ୍ଚ ମହିଳା ମାନଙ୍କୁ ଜୀବନ ରେ ଦରିଦ୍ରତା ର ସମୁଖୀନ ହୋଇଥାଏ, ତେଣୁ ଅଯଥାରେ ପଇସା ଖର୍ଚ୍ଚ କରିବା ଉଚିତ ନୁହେଁ l

– ସ୍ୱାମୀଙ୍କ ର ଅଧିକ ନିକଟ ତର ରୁହନ୍ତୁ –
ଗରୁଡ଼ ପୁରାଣ ଅନୁସାରେ ବିବାହିତ ମହିଳା ମାନେ ନିଜ ସ୍ୱାମୀଙ୍କର ଅଧିକ ନିକଟତର ହେବା ଜରୁରୀ, ଦୂରତା ସମ୍ପର୍କ କୁ ଦୁର୍ବଳ କରିଦେଇଥାଏ l ଏହାଦ୍ୱାରା ଘରେ କଳହ ବୃଦ୍ଧି ହୋଇଥାଏ, ତେଣୁ ସ୍ୱାମୀ ସ୍ତ୍ରୀ ସର୍ବଦା ନିକଟତର ହୋଇ ରହିବା ଜରୁରୀ l

Leave A Reply