Odisha news

ମହୁ ର ଉପକାରିତା

0

ଶରୀର ର ଓଜନ କମାଇବାରେ ମହୁର ବିଶେଷ ମହତ୍ୱ ରହିଥାଏ l
* ପ୍ରତ୍ୟକ ଦିନ ସଖାଳୁ ଖାଲି ପେଟରେ ଏକ ଗ୍ଲାସ ଗରମ ପାଣିରେ ଫାଳେ ଲେମ୍ବୁ ସହିତ ଏକ ଚାମଚ ମହୁ ମିଶାଇ ପିଇଲେ ଶରୀରର ଓଜନ କମାଇଥାଏ l ମହୁରେ ଭିଟାମିନ୍ “ଏ” ଥାଏ l ଯାହା ଚର୍ବି ଘଟାଇବାରେ ସାହାଯ୍ୟ କରିଥାଏ l

ଥଣ୍ଡା ,କାଶ ଓ କଫକୁ ଦୁରେଇ ରଖିବାରେ ମହୁର ବିଶେଷ ମହତ୍ୱ ରହିଥାଏ l
* ଥଣ୍ଡା ,କାଶ ସମୟରେ ଦିନକୁ ଦୁଇ ଥର ଉଷ୍ମ ପାଣିରେ ମହୁକୁ ମିଶାଇ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ l ମହୁରେ ଆଣ୍ଟିବାୟୋଟିକ ଗୁଣ ଥିବା ହେତୁ ଥଣ୍ଡା ଓ କାଶରୁ ନିବୃତ ଦେଇଥାଏ l

ମଧୁମେହ ପାଇଁ ମହୁ ଲାଭ ଦାୟକ l
* ପ୍ରତ୍ୟକ ଦିନ ସଖାଳୁ ଖାଲି ପେଟରେ ଏକ ଚାମଚ ମହୁ ସହିତ ଏକ ଚାମଚ ତୁଳସୀ ,ଏକ ଚାମଚ ଲିମ୍ବ ପତ୍ର ଓ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଇଲେ ମଧୁମେହ କଣ୍ଟ୍ରୋଲରେ ରହିଥାଏ l ମହୁରେ ଅଧିକ ପରିମାଣରେ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଥିବା ହେତୁ ମଧୁମେହକୁ କଣ୍ଟ୍ରୋଲକରେ l

କଲ୍ରେସ୍ଟାଲଲ କୁ କମ କରିବାରେ ମହୁର ବିଶେଷ ମହତ୍ୱ ରହିଥାଏ l
* ଏକ ଚାମଚ ଡାଳଚିନ୍ ଗୁଣ୍ଡ ,ଏକ କପ୍ ଗରମ ପାଣି ,ତିନି ଚାମଚ ମହୁ ମିଶାଇ ପିଇଲେ ବଢୁଥିବା କଲ୍ରେସ୍ଟାଲଲ ହୋଇଥାଏ l ଏହି ଉପାୟକୁ ୧୫ ଦିନ ପର୍ଯ୍ୟନ୍ତ କରିବା ଆବଶ୍ୟକ l ମହୁର ପୋଟାସିୟମ ଓ ସୋଡିୟମ ଥୀବାହେତୁ କଲ୍ରେସ୍ଟାଲଲ ପାଇଁ ମହତ୍ଵପୃଣ୍ଣ l

Leave A Reply