Odisha news

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଙ୍କ ଗୋୟଲ ଟୁଇଟ : ଏକ ଜୁନ ତାରିଖ ଠାରୁ ଟ୍ରେନ ଚାଲିବ

0

ନୂଆଦିଲ୍ଲୀ: ଲକଡାଉନ ୪.୦ ଆସନ୍ତା ୩୧ ତାରିଖରେ ଶେଷ ହେବ । ଜୁନ ୧ ତାରିଖ ଠାରୁ ଟ୍ରେନ ଚାଲିବ । ଏଥିରେ ସାଧାରଣ ଯାତ୍ରୀ ଯାତାୟତ କରିପାରିବେ । କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୦ ନନ-ଏସି ଟାଇମଟେବୁଲ ଟ୍ରେନ ଚଳାଚଳ କରିବ ।

 

Piyush Goyal

@PiyushGoyal

श्रमिकों के लिये बड़ी राहत, आज के दिन लगभग 200 श्रमिक स्पेशल ट्रेन चल सकेंगी, और आगे चलकर ये संख्या बड़े पैमाने पर बढ़ पायेगी।

Piyush Goyal

@PiyushGoyal

इसके अतिरिक्त भारतीय रेल 1 जून से टाइम टेबल के अनुसार प्रतिदिन 200 नॉन एसी ट्रेन चलायेगा जिसकी ऑनलाइन बुकिंग शीघ्र ही शुरु होगी।

858 people are talking about this

ଜୁନ ୧ ତାରିଖ ଠାରୁ ଚାଲିବାକୁ ଥିବା ଟ୍ରେନ ପାଇଁ ଖୁବ ଶୀଘ୍ର ଅନଲାଇନରେ ଟିକେଟ ମିଳିବ ବୋଲି ଶ୍ରୀ ଗୋୟଲ କହିଛନ୍ତି । ଅନଲାଇନ ଜରିଆରେ ନନ ଏସି ଦ୍ୱିତୀୟ ଶ୍ରେଣୀ ଟିକେଟ ମିଳିବ ବୋଲି ସୂଚନା ଦେଇଛନ୍ତି । ସବୁ ବର୍ଗର ଲୋକେ ଏହି ଟିକେଟ ସୁବିଧା ପାଇପାରିବେ । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ପୂର୍ବ ଭଳି ଚାଲିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply