● ଦୈନିକ ଚଳାଚଳ କରୁଥିବା ଛଅ ଯୋଡ଼ା ମେମୁ / ପାସେଞ୍ଜର ଟ୍ରେନ 20 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ୍ ରହିବ |
● ଦୈନିକ ଚଳାଚଳ କରୁଥିବା ଚାରି ଯୋଡ଼ା ମେମୁ / ପାସେଞ୍ଜର ଟ୍ରେନ 17 ଏବଂ 18 ଜୁନ୍ ବ୍ୟତୀତ 20 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ୍ ରହିବ |
● ଛଅଟି ବିଶେଷ ଟ୍ରେନ 11 ରୁ 20 ଜୁନ୍ ଏବଂ ଫେରିବା ମାର୍ଗରେ 12 ରୁ 21 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ୍ ହୋଇ ରହିବ |
● ତିନି ଯୋଡ଼ା ବିଶେଷ ଟ୍ରେନ ଆଂଶିକ ବାତିଲ ରହିବ |
● ଏକ ଯୋଡ଼ା ବିଶେଷ ଟ୍ରେନ ଶନିବାର ଏବଂ ରବିବାର ଦିନ ରହିବ |
● କମ ପୃଷ୍ଠପୋଷକତା ଏବଂ କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି |
● ରାତ୍ରି ୮ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରହିବ |
କୋଭିଡ଼୧୯ ସକରାତ୍ମକ ମାମଲାଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଖରାପ ପୃଷ୍ଠପୋଷକତା ପାଇଁ ଉଭୟ ଦିଗରୁ 20 ଜୁନ୍, 2021 ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି |
ଜୁନ 11 ତାରିଖ ଠାରୁ 20 ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ |
01. 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ |
02. 08456/08455 ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍
03. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ |
04. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ |
05. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ |
06. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ |
17 ଏବଂ 18 ଜୁନ୍ ବ୍ୟତୀତ 11 ରୁ 20 ଜୁନ୍ ପର୍ଯ୍ୟନ୍ତ ବାତିଲ ହେଉଥିବା ବିଶେଷ ଟ୍ରେନ
01. 08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ |
02. 08432/08431 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ |
03. 08433/08434 ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ |
04. 02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍
11 ରୁ 21 ଜୁନ୍, 2021 ମଧ୍ୟରେ ନିର୍ଦ୍ଧିଷ୍ଟ ଦିନମାନଙ୍କରେ ବାତିଲ ହେଉଥିବା ବିଶେଷ ଟ୍ରେନ |
● 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପା
● 08515/08516 ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପା
● 08445/08446 ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ 11 ରୁ 20 ଜୁନ୍ ଏବଂ ଜଗଦଲପୁରରୁ 12 ରୁ 21 ଜୁନ୍, 2021 ପର୍ଯ୍ୟନ୍ତ |
● 08561/08562 ବିଶାଖାପାଟନମ୍-କାଚେଗୁଡା-ବିଶାଖାପା
● 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣା ଠାରୁ 11 ରୁ 20 ଜୁନ୍ ଏବଂ କଡପା ଠାରୁ 12 ରୁ 21 ଜୁନ୍, 2021 ପର୍ଯ୍ୟନ୍ତ |
● 02831/02832 ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶା
ଜୁନ୍ 12-13 ଏବଂ 19-20 ତାରିଖ (ଶନିବାର ଏବଂ ରବିବାର) ବାତିଲ୍ ହେଉଥିବା ବିଶେଷ ଟ୍ରେନ
● 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ |
ଆଂଶିକ ବାତିଲ୍ ହେଉଥିବା ଟ୍ରେନ |
A. 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ 17 ଏବଂ 18 ଜୁନ୍, 2021 ଦିନ ପୁରୀ ଏବଂ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ |
B. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ 11 ଜୁନ୍ ଏବଂ 14-18 ଜୁନ୍ 2021 ମଧ୍ୟରେ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ ଓ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ |
C. 02097/02098 ଭୁବନେଶ୍ୱର-ଜୁନାଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ 11 ରୁ 20 ଜୁନ୍ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରୁ ଏବଂ 12 ରୁ 21 ଜୁନ୍, ୨୦୧୧ ପର୍ଯ୍ୟନ୍ତ ଜୁନାଗଡ଼ ରୋଡ଼ ଠାରୁ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ରାୟଗଡା ମଧ୍ୟରେ ଚଳାଚଳ କରିବ ଏବଂ ରାୟଗଡା ଠାରୁ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ |
ରାତ୍ରି ୮ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରହିବ |
କୋଭିଡ଼୧୯ ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି |

Comments are closed.