ତିରୁପତି ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନ ଲିଖିତ ଟ୍ରେନ ଗୁଡିକ ପରିବର୍ତ୍ତନ ଓ ବାତିଲର ସବିଶେଷ ବିବରଣୀ
ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅଧୀନ ଗୁଣ୍ଟାକାଲ ରେଳ ମଣ୍ଡଳ ଅନ୍ତର୍ଗତ ତିରୁପତି ରେଳ ଷ୍ଟେସନର ଦକ୍ଷିଣ ପାର୍ଶ୍ୱରେ ୟାର୍ଡ ନବୀକରଣ, ସିଗନାଲ୍ ବ୍ୟବସ୍ଥା ଏବଂ ବିଦ୍ୟୁତିକରଣ କାର୍ଯ୍ୟ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ମଧ୍ୟରୁ ଚଳାଚଳ କରୁଥିବା କେତେକ ଟ୍ରେନ ନିମ୍ନ ମତେ ସେବା ପ୍ରଭାବିତ ହେବ |
ଟ୍ରେନ ବାତିଲ୍:
A. 02708 ତିରୁପତି-ବିଶାଖାପାଟନମ୍ ସ୍ପେଶାଲ୍ ତିରୁପତି ଠାରୁ ମାର୍ଚ୍ଚ ମାସ 5 ତାରିଖ ଠାରୁ 12 ତାରିଖ ମଧ୍ୟରେ ବାତିଲ ରହିବ |
B. 07479 ତିରୁପତି-ପୁରୀ ସ୍ପେଶାଲ୍ ତିରୁପତି ଠାରୁ ମାର୍ଚ୍ଚ ମାସ 5 ତାରିଖ ଠାରୁ 12 ତାରିଖ ମଧ୍ୟରେ ବାତିଲ ରହିବ |
C. 08479 ଭୁବନେଶ୍ୱର-ତିରୁପତି ସ୍ପେଶାଲ୍ ଭୁବନେଶ୍ୱରରୁ ମାର୍ଚ୍ଚ ମାସ 6 ତାରିଖ ଦିନ ବାତିଲ ରହିବ |
D. 02707 ବିଶାଖାପାଟନମ୍-ତିରୁପତି ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ମାର୍ଚ୍ଚ ମାସ 6 ତାରିଖ ଦିନ ବାତିଲ୍ ରହିବ |
E. 08480 ତିରୁପତି-ଭୁବନେଶ୍ୱର ସ୍ପେଶାଲ୍ ତିରୁପତିରୁ ମାର୍ଚ୍ଚ ମାସ 7 ତାରିଖ ଦିନ ବାତିଲ୍ ରହିବ |
F. 02071 ଭୁବନେଶ୍ୱର-ତିରୁପତି ସ୍ପେଶାଲ୍ ଭୁବନେଶ୍ୱରରୁ ମାର୍ଚ୍ଚ ମାସ 7 ତାରିଖ ଦିନ ବାତିଲ୍ ରହିବ |
G. 07481 ତିରୁପତି-ବିଳାସପୁର ସ୍ପେଶାଲ୍ ତିରୁପତିରୁ ମାର୍ଚ୍ଚ ମାସ 7 ଏବଂ 11 ତାରିଖ ଦିନ ବାତିଲ୍ ରହିବ |
H. 07480 ପୁରୀ-ତିରୁପତି ସ୍ପେଶାଲ୍ ପୁରୀରୁ ମାର୍ଚ୍ଚ ମାସ 7 ରୁ 14 ତାରିଖ ମଧ୍ୟରେ ବାତିଲ ରହିବ |I. 02072 ତିରୁପତି-ଭୁବନେଶ୍ୱର ସ୍ପେଶାଲ୍ ତିରୁପତିରୁ ମାର୍ଚ୍ଚ
ମାସ 8 ତାରିଖ ଦିନ ବାତିଲ୍ ରହିବ |
J. 02707 ବିଶାଖାପାଟନମ୍-ତିରୁପତି ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ମାର୍ଚ୍ଚ ମାସ 8 ତାରିଖ ଠାରୁ 13 ତାରିଖ ମଧ୍ୟରେ ବାତିଲ୍ ରହିବ |
K. 07482 ବିଳାସପୁର-ତିରୁପତି ସ୍ପେଶାଲ୍ ବିଳାସପୁର ରୁ ମାର୍ଚ୍ଚ ମାସ 9 ଏବଂ 13 ତାରିଖ ଦିନ ବାତିଲ ରହିବ |
ଟ୍ରେନର ଆଂଶିକ ବାତିଲ୍:
ମାର୍ଚ୍ଚ ମାସ 4 ତାରିଖ ଦିନ ବିଶାଖାପାଟନମ୍ ଠାରୁ ଛାଡିବାକୁ ଥିବା 02707 ବିଶାଖାପାଟନମ୍-ତିରୁପତି ସ୍ପେଶାଲ୍ ରେନିଗୁଣ୍ଟା ଏବଂ ତିରୁପତି ମଧ୍ୟରେ ବାତିଲ୍ ରହିବ |
ଟ୍ରେନର ମାର୍ଗ ପରିବର୍ତ୍ତନ:
ମାର୍ଚ୍ଚ ମାସ 7 ତାରିଖ ଦିନ ନାଗେରକୋଇଲରୁ ଛାଡିବାକୁ ଥିବା 02659 ନାଗେରକୋଏଲ୍-ଶାଲିମର ସ୍ପେସିଆଲ୍; ମାର୍ଚ୍ଚ ମାସ
8 ତାରିଖ ଦିନ ଯଶୋବନ୍ତପୁର ଠାରୁ ଛାଡ଼ିବାକୁଥିବା 02890 ଯଶୋବନ୍ତପୁର-ଟାଟା ସ୍ପେଶାଲ ଏବଂ ମାର୍ଚ୍ଚ ମାସ ୧୧ ତାରିଖ ଦିନ ଯଶୋବନ୍ତପୁର ଠାରୁ ଛାଡ଼ିବାକୁଥିବା 02836 ଯଶୋବନ୍ତପୁର-ହାଟିଆ ସ୍ପେଶାଲ ଏହାର ନିର୍ଧାରିତ ମାର୍ଗ କାଟପାଡି-ତିରୁପତି-ରେଣିଗୁଣ୍ଟା ମାର୍ଗ ପରିବର୍ତ୍ତେ କାଟପାଡି-ମେଲପାକକାମ-ରେଣିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ।
ତିରୁପତି ଷ୍ଟେସନ୍କୁ ସ୍ପର୍ଶ ନକରିବାକୁ ଥିବା ଟ୍ରେନ :