Odisha news

ଯେଉଁ ବ୍ୟକ୍ତିଙ୍କ ନିକଟରେ ରହିଥାଏ ଏହି ୩ଟି ଜିନିଷ ତାଙ୍କୁ କଦାପି ଦୁଃଖ କଷ୍ଟ ଛୁଇଁ ପାରେ ନାହିଁ

0

ପ୍ରତିଟି ମଣିଷ ସୁଖମୟ ଜୀବନ ବଞ୍ଚିବାକୁ ଇଛା କରି ଥାଆନ୍ତି l କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୋଇ ଯାଇଥାଏ ଯେ ସେମାନଙ୍କୁ ପରିସ୍ଥିତି ସହ ଖାପ ଖୁଆଇ ଚାଲିବାକୁ ସାରା ଜୀବନ l କିନ୍ତୁ ଯେଉଁ ବ୍ୟକ୍ତି ଭାଗ୍ୟଶାଳୀ ହୋଇ ଥାଆନ୍ତି ସେମାନଙ୍କ ଜୀବନରେ କିଛିଟା ଏପରି ଜିନିଷ ରହିଥାଏ ଯେଉଁ କାରଣରୁ ସେମାନେ ଭାଗ୍ୟଶାଳୀ ହୋଇ ଥାଆନ୍ତି , ସେମାନଙ୍କୁ ଜୀବନରେ କୌଣସି ଅସୁବିଧା,ଚିନ୍ତା ସ୍ପର୍ଶ କରିପାରି ନଥାଏ l ସେମାନେ ସର୍ବଦା ସୁଖ ସମୃଦ୍ଧିର ଭରି ରହି ଥାଆନ୍ତି l

* ବ୍ୟକ୍ତି ଟଙ୍କା ପଇସା ଭୌତିକ ସୁଖ ପଛରେ ଦୌଡିବାକୁ ଲାଗିଥାଏ l କାହିଁକି ନା ତା ପରିବାର ସୁଖ ଓ ଶାନ୍ତି ରେ ରହି ପାରିବେ l ଶାସ୍ତ୍ର ଅନୁସାରେ ଧନସମ୍ପଦ କ୍ଷଣିକ ସୁଖ ଦେଇଥାଏ l ତେଣୁ ବ୍ୟକ୍ତି ସେହି ଅମୃତ ସୁଖକୁ ପାଇବା ପାଇଁ ଭଗବତ ବିଶ୍ୱାସୀ ହେବା ସହିତ ତାଙ୍କ ନିକଟରେ ନିଜକୁ ସମର୍ପଣ କରିବା ଉଚିତ l ସେଠାରେ ସେ ଅମୃତ ସମାନ ସୁଖ ଲାଭ କରିବ l

* ଜଣେ ବ୍ୟକ୍ତି ପାଇଁ ସବୁବେଳେ ସଂସାରିକ ସୁଖ ସମୃଦ୍ଧି ପାଇଁ ସୁ ଗୁଣ ସମ୍ପର୍ଣ ପତ୍ନୀ ଆବଶ୍ୟକ l କାରଣ ଗୋଟିଏ ପତ୍ନୀ ଭରସାରେ ସମ୍ପୂର୍ଣ ପରିବାର ନିର୍ଭର କରିଥାଏ l ସେହି ସମସ୍ତଙ୍କ ସୁଖଦୁଃଖ ବୁଝିଥାଏ l ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଆଜ୍ଞାକାରୀ ପତ୍ନୀ ରହିଥାଏ ସେହି ବ୍ୟକ୍ତି ସଂସାରରେ ସବୁଠୁ ସୁଖୀ l କାରଣ ସଂସାର ନୌକା କୁ ଖୁବ ସହଜରେ ସେହିଁ ପାରି କରାଇ ଥାଏ l

* ଜଣେ ବ୍ୟକ୍ତିର ପୁଞ୍ଜି ହେଉଛନ୍ତି ତାର ସନ୍ତାନ l ଯଦି ତାର ସନ୍ତାନ ଠିକ ଭାବରେ ଘରକୁ ପରିଚାଳିତ କରି ପାରିଲେ ସେହିଁ ସୁଖୀ ହୋଇଥାଏ l ସନ୍ତାନ ସେଥିପାଇଁ ଯୋଗ୍ୟ ହୋଇଥିବା ଉଚିତ l ଯିଏ କି ବାର୍ଦ୍ଧକ୍ୟ ଅବସ୍ଥାରେ ଆମର ସାହାରା ହୋଇ ଥାନ୍ତି l ଯଦି ସନ୍ତାନ ଯୋଗ୍ୟ ର ହୋଇ ନିଜ ସୁଖ ବିଳାସ ରେ ବୁଡି ରହିଥାଏ ସେଭଳି ବ୍ୟକ୍ତିର ଦୁଃଖ ବଢି ଯାଇଥାଏ l ତେଣୁ ସନ୍ତାନ ମାନଙ୍କୁ ପିଲା ବେଳରୁ ସେହିଭଳି ସଂସ୍କାର ଦେବା ଆବଶ୍ୟକ l

Leave A Reply