Odisha news

ଥାଇରଏଡ଼ ହର୍ମନ ର ଅସନ୍ତୁଳନ ଦ୍ଵାରା ଶରୀରରେ ଦେଖା ଦେଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା

0
ମଣିଷ ଶରୀର ରେ ହର୍ମନ୍ ର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଶରୀର ମଧ୍ୟରେ ରକ୍ତଦ୍ୱରା ପ୍ରବାହିତ ହୋଇଥାଏ ଓ ଭିତର ଅଙ୍ଗ ଗୁଡ଼ିକୁ କାର୍ଯ୍ୟ କରିବାକୁ ସାହାଯ୍ୟ କରିଥାଏ । ଥାଇରଏଡ଼ ହର୍ମାନ ମଧ୍ୟ ଶରୀର ରେ ଅନେକ ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ ।ଶରୀର ରେ ହର୍ମନ ଅସୁନ୍ତୁଳନ ରହିବା ଦ୍ଵାରା ଅନେକ ଅସୁବିଧା ଦେଖା ଦେଇଥାଏ ।
ଥାଇରଏଡ଼ ହର୍ମନ୍ ଅସୁନ୍ତୁଳନ ହେବାର କାରଣ:-
*ପୁରୁଷ ମାନଙ୍କ ମଧ୍ୟରେ ଥାଇରଏଡ଼ ହର୍ମନ୍
ଅସୁନ୍ତୁଳନ ହେବାର କାରଣ:-
– ମଧୁମେହ ର କାରଣ
– ଥାଇରଏଡ଼ ଉତ୍ପାଦନ ଅଧିକ ଓ କମ ହେବାର ସମସ୍ୟା
– ଔଷଧ ଖାଇବା କାରଣ
– ମାନସିକ ଉତେଜନା କାରଣ
– ଆହାର ସନ୍ତୁଳିତ ନ ହେବା
*ମହିଳା ମାନଙ୍କର ହର୍ମନ ଅସୁନ୍ତୁଳନ ହେବାର କାରଣ –
– ଔଷଧ ସେବନ କାରଣ ରୁ
– ଗର୍ଭାବସ୍ଥା ସମୟରେ
– ସମୟ ପୂର୍ବରୁ ମନୋପୋଜ
– ସ୍ତନ୍ୟପାନ କରେଇବା
* ଲକ୍ଷଣ :-
– ଓଜନ ବୃଦ୍ଧି
– ଦିପ୍ରେଶନ ଶିକାର
– ଅତ୍ୟଧିକ ଝାଳ ବୋହିବା
– ମାଂସପେଶୀ ଦୁର୍ବଳ ହେବା ଓ ଥକା ଲାଗିବା
– ଥଣ୍ଡା ପ୍ରତି ସମ୍ବେଦନ ଶିଳ
– ଶୁଷ୍କ ତ୍ଵଚା
* ଏହାଠାରୁ ନିଜକୁ ଦୂରେଇ ରଖିବା ପାଇଁ ନିୟମିତ ସକାଳୁ ମାଣ୍ଡିଆ ସେବନ କରନ୍ତୁ। ମାଣ୍ଡିଆ ସେବନ ନିୟମିତ କଲେ ଥାଇରଏଡ଼ ସମସ୍ୟା ଦୂରେଇ ରହିଥାଏ।
* ପ୍ରତିଦିନ ସକାଳୁ ଉଠିବା ମାତ୍ରକେ ଲବଙ୍ଗ ଓ ଜୁଆଣି କୁ ଫୁଟାଇ ପିଇବା ଦ୍ଵାରା ଥାଇରଏଡ଼ ସମସ୍ୟା ଦୂରେଇ ଯାଇଥାଏ । କିନ୍ତୁ ଏହି ପାଣି କୁ ସକାଳୁ ଖାଲି ପେଟରେ ପିଇବା ଆବଶ୍ୟକ ।
* ନିୟମିତ ଭାବରେ ରସୁଣ ଓ ଅଦା ଖାଇବା ଦ୍ବାରା ଥାଇରଏଡ଼ ସନ୍ତୁଳିତ ରହିଥାଏ । ଯେପରିକି କଞ୍ଚା ରସୁଣ କୁ ଉଷୁମ୍ ପାଣି ସେବନ ଯଦି ଆପଣ ନିୟମିତ ସେବନ କରିବେ ତେବେ ଥାଇରଏଡ଼ ସନ୍ତୁଳିତ ରହିବ ।
* ପ୍ରତିଦିନ ଥାଇରଏଡ଼ ରୋଗୀ ମାନେ ଅଦାକୁ ଛେଚି ପାଣିରେ ଫୁଟାଇ ସେବନ କରନ୍ତୁ। ଏହାଦ୍ବାରା ଥାଇରଏଡ଼ ସମସ୍ୟା ଦୂର ହୋଇଥାଏ।🥰
Leave A Reply