ଟିକଟକ କିଣିବା ପାଇଁ ବର୍ତ୍ତମାନ ଓରାକଲ ଓ ମାଇକ୍ରୋସପ୍ଟ ମଧ୍ୟରେ ହୋଇପାରେ ରେସ
ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ପରେ ବର୍ତ୍ତମାନ ଆମେରିକା କମ୍ପାନୀ ଓରାକଲ ଟିକଟକର ବିଜନେସ କିଣିବା ପାଇଁ ଇଛା ପ୍ରକାଶ କରିଛି l FT ର ଏକ ରିପୋର୍ଟ ଅନୁସାରେ ଓରାକଲ ମଧ୍ୟ ଏହି ଚିନି ଆପର ଆମେରିକା ବିଜିନେସ କିଣି ପାରିବ l…
Read More...
Read More...