ପାଳଗଦା ନିଆଁରୁ ଜଳିଗଲେ ୪ ଶିଶୁ, ଶରୀରର ପୋଡ଼ିଯାଇଛି ୮୦ ପ୍ରତିଶତ ଭାଗ
ପୋଲସରା: ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଆଜି ସକାଳେ ପୋଲସରା ଥାନା ଖରିଛଟା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି | ଏହି ଅଗ୍ନିକାଣ୍ଡରେ ୩ ପୁଅ ସହ ଜଣେ ଝିଅ ଗୁରୁତର ହୋଇଛନ୍ତି । ଶିଶୁଙ୍କ ଶରୀରର ପ୍ରାୟ ୮୦…
Read More...
Read More...