ରାସ୍ତା ମଝିରେ ଜଳିଗଲା ଇନୋଭା କାର, ଅଳ୍ପକେ ବର୍ତ୍ତିଲେ ଚାଳକ
ହାଟଡିହି: ରାସ୍ତାରେ ଯାଉ ଯାଉ ଘଟିଗଲା ଅଘଟଣ, କିଛି ବୁଝିବା ଆଗରୁ ହୁତୁହୁତୁ ହୋଇ ଜଳିଗଲା ଇନୋଭା କାର । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ନିକଟସ୍ଥ କଣିଆରୀ ଗ୍ରାମରେ । ଗତକାଲି କଣିଆରୀ ଗ୍ରାମର…
Read More...
Read More...