ବୋରିଗୁମ୍ମା :୪୧ ହଜାର ହିତାଧିକାରୀ ଙ୍କୁ ତିନି ମାସର ଚାଉଳ ଓ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ।
ବୋରିଗୁମ୍ମା :--- ରାଜ୍ୟ ସରକାର କରୋନା ଭାଇରସ କୁ ମୁକାବିଲା କରିବା ପାଇଁ ନାନା ଯୋଜନା କରିଛନ୍ତି। ଲକ ଡାଉନ ସମୟରେ ଗରିବ, ଖଟିଖିଆ, ମଜୁରିଆ ତଥା ଶ୍ରମିକ ଶ୍ରେଣୀ ର ଲୋକମାନେ ବହୁତ ପ୍ରଭାବିତ ହେଉଛନ୍ତି। ଏଣୁ ରାଜ୍ୟ…
Read More...
Read More...