ଫୁଲବାଣୀ ଓଡିଆ ବାପଟିଷ୍ଟ ଖ୍ରୀଷ୍ଟୀୟ ମଣ୍ଡଳି ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ
ଫୁଲବାଣୀ,୦୪/୦୫ ଆଜି ଫୁଲବାଣୀ ଓଡିଆ ବାପଟିଷ୍ଟ ଖ୍ରୀଷ୍ଟୀୟ ମଣ୍ଡଳି ତରଫରୁ କରୋନା ସଂକ୍ରମଣ ରୋକିବାକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଏକ ଲକ୍ଷଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ମଣ୍ଡଳି ତରଫରୁ…
Read More...
Read More...