ଚେଇଁ ଶୋଇଚି କୋଣାର୍କ ବନ ବିଭାଗ ; ଅଭୟାରଣ୍ୟ ରୁ ଦିନରେ କାଠ ଲୁଟି ଚାଲିଛନ୍ତି କାଠ ମାଫିଆ
କୋଣାର୍କ :-କରୋନା ପାଇଁ ଲକଡ଼ାଉନ ଜାରି ରହିଛି ।ଫଳରେ ଚାରିଆଡ଼େ ଖାଁଖାଁ ଓ ନିର୍ଜନତାର ମାହୋଲ ସୃଷ୍ଟି ହୋଇଛି । ତେବେ ଏହି ଲକଡ଼ାଉନ ଓ ନିର୍ଜନତାର ଭରପୁର ସୁଯୋଗ କାଠ ମାଫିଆ ମାନେ ଊଠାଉଥିବାର ଜଣାପଡ଼ିଛି । କୋଣାର୍କ- …
Read More...
Read More...