ବାତ୍ୟା ମାଡ଼ ପରେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ :ପଙ୍ଗପାଳ ଦଳ ଓଡ଼ିଶାମୁହାଁ ,ସତର୍କ କରାଇଲା ଓୟୁଏଟି,ଚାଷୀ ଚିନ୍ତାରେ
ଭୁବନେଶ୍ବର: ବାତ୍ୟା ମାଡ଼ ପରେ ଏବେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ। ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟ ଅତିକ୍ରମ କରୁଥିବା ପଙ୍ଗପାଳ ଦଳ ଏବେ ଓଡ଼ିଶାମୁହାଁ। ରାଜସ୍ଥାନ ଅତିକ୍ରମ କରି ସେମାନେ ମଧ୍ୟପ୍ରଦେଶରେ ପହଞ୍ଚି…
Read More...
Read More...