ଆମ୍ବୁଲାନସ ପିକଅପ ଧକ୍କା : ପିକଅପରେ ଥିବା ୬୪ ବସ୍ତା ପିଆଜ ଚୋରି
ବେତନଟୀ : ବେତନଟୀ ଥାନା ଅଧୀନ ରାଗଧା ଛକ ନିକଟରେ ଆମ୍ବୁଲାନସ ନମ୍ବର ଓଡି-୧୧ଏମ-୪୪୪୯ ଓ ପିଆଜ ବୋଝେଇ ପିକଅପ ନମ୍ବର ଓଡି-୧୧ବି-୧୨୪୦ ମଧ୍ୟରେ ଧକ୍କା ହୋଇ ଥିବାର ଜଣା ପଡିଛି । ଏହି ଧକ୍କାରେ ଉଭୟ ଗାଡି କ୍ଷତିଗ୍ରସ୍ତ ହେବା…
Read More...
Read More...