Odisha news

ସୁଶୀଳା କାର୍କୀ ଙ୍କୁ ନେଇ ନେପାଳ ରାଜନୀତି ରେ ପ୍ରଶ୍ନବାଚୀ , କିଏ ହେବ ପ୍ରଧାନମନ୍ତ୍ରୀ

0

ନେପାଳ ରେ ଗୋଟିଏ ପଟରେ ପ୍ରଦର୍ଶନ ଚାଲିଛି , ରାଜରାସ୍ତାରେ ଲୋକଙ୍କ ଚାଲିଛି ପ୍ରଦର୍ଶନ l ଠିକ ଏହି ସମୟରେ ନେପାଳ ରେ ଓଲି ସରକାର ଶାସନ ର ପତନ ପରେ ବର୍ତମାନ ନେପାଳ ରେ ଅନ୍ତରିମ ସରକାର ପାଇଁ ସୁଶୀଳା କାର୍କୀ ନେପାଳ ର ଦାୟିତ୍ୱ ବହନ କରିବେ l ସେ ଶନିବାର ସକାଳୁ ଶପଥ ଗ୍ରହଣ କରି ପାରନ୍ତି , ଏହା ଆଶ୍ଚର୍ଯ୍ୟ କର ହେଲେ ମଧ୍ୟ ସତ୍ୟ ଅଟେ l କହିଁକି ନା ବର୍ତମାନ ମଧ୍ୟ ନେପାଳ ରେ ପ୍ରଦର୍ଶନ ଚାଲିଛି l

କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଙ୍କ ସହିତ ରହିବେ ତିନି ସଦସ୍ୟ –
ସୁଶୀଳା କାର୍କୀ ଙ୍କୁ ଆଣିବା ପାଇଁ ସେନା ଗାଡି ଯାଇଛି l ଏହା ବର୍ତମାନ ମଧ୍ୟ ସ୍ଥିର ହୋଇନାହିଁ ଜେ ସୁଶୀଳା କାର୍କୀ ଶପଥ ଗ୍ରହଣ କରିବାକୁ ଆସିବେ କି ନାହିଁ l

ଗୋଟିଏ ପଟରେ ସୁଶୀଳା କାର୍କୀ ଙ୍କୁ ସମର୍ଥନ ମିଳୁଥିବା ବେଳେ ଗୋଟିଏ ପଟରେ ବିରୋଧ ମଧ୍ୟ କରାଯାଉଛି l ସୁଶୀଳା କାର୍କୀ ନେପାଳ ର ପ୍ରଥମ ମହିଳା ମୁଖ୍ୟ ବିଚାରପତି , ସେ ୨୦୧୬ ରୁ ୨୦୧୭ ପର୍ଯ୍ୟନ୍ତ ନିଜ ସେବା ନେପାଳ ସୁପ୍ରିମ କୋର୍ଟ ରେ ଦେଇଛନ୍ତି l

Leave A Reply