ମୁମ୍ବାଇ : ଵିଗ ବସ୍ ର ବାଜୟୀ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା ଙ୍କ ର ହୃଦ୍ ଘାତ ରେ ମୃତ୍ୟୁ ବରଣ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ୪୦ ବର୍ଷ ବୟସ ହୋଇଥିଲା । ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଏହା ଏକ ଦୁଃଖଦ ଖବର ଅଟେ । ସିଦ୍ଧାର୍ଥ ଶୁକ୍ଲା ଉଭୟ ଟେଲିଭିଜନ ଜଗତ ଓ ବଲିଉଡ୍ ଜଗତ ରେ ଖୁବ୍ ପ୍ରିୟ ଥିଲେ ।
ମିଳିଥିବା ସୂଚନା ଅନୁସାରେ ସିଦ୍ଧାର୍ଥ କାଲି ରାତିରେ ଶୋଇବା ପୁର୍ବରୁ କିଛିଟା ଔଷଧ ସେବନ କରିଥିଲେ । ଯେଉଁ କାରଣରୁ ସକାଳୁ ଉଠି ପରି ନଥିଲେ । ଡାକ୍ତରଙ୍କ ସୂଚନା ଅନୁସାରେ ତାଙ୍କର ମୃତ୍ୟୁ ହାର୍ଟ ଆଟାକ୍ କାରଣରୁ ହୋଇଛି । ସେ ଅନେକ ଗୁଡ଼ିଏ ଟିଭି ଧାରାବାହିକ ରେ କାମ କରି ଲୋକମାନଙ୍କର ପ୍ରିୟ କଳାକାର ଅଟନ୍ତି ।

Comments are closed.