Odisha news

ଆଜି ଶନିଦେବ କରିବେ ନିଜ ନକ୍ଷତ୍ର ପରିବର୍ତ୍ତନ , ଏହିସବୁ ରାଶି ଙ୍କ ପାଇଁ ଆସିବ ଶୁଭ ସମୟ 

0
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଙ୍କ ଗୋଚର ବହୁତ ମହତ୍ୱପୂର୍ଣ ଅଟେ l ଶନି ଙ୍କ ପ୍ରଭାବ ଦେଶ ଦୁନିଆ ସବୁଆଡେ ପଡିଥାଏ l ୨୮ ଅପ୍ରେଲ ରେ ଶନିଦେବ ନିଜ ଚଳନ ପରିବର୍ତ୍ତନ କରିବାକୁ ଯାଉଛନ୍ତି l
୨୮ ତାରିଖ ରେ ଶନି ଉତ୍ତରଭାଦ୍ରପଦ ନକ୍ଷତ୍ର ରେ ସକାଳ ୭ ଟା ୫୨ ମିନିଟ ରେ ପ୍ରବେଶ କରିବେ ଏବଂ ଏହି ନକ୍ଷତ୍ର ରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରହିବେ l ଏବଂ ଏହାପରେ ପୂର୍ଣ ଭାଦ୍ରପଦ ରେ ପ୍ରବେଶ କରିବେ l ତେବେ ଆସନ୍ତୁ ଜାଣିବା ଶନୀ ଙ୍କ ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା କେଉଁ ସବୁ ରାଶି କୁ ଲଭ ମିଳିବ l
* ବୃଷ ରାଶି –
* ଶନି ଙ୍କ ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶି ର ବ୍ୟକ୍ତି ଙ୍କ ପାଇଁ ଖୁବ ଶୁଭ ଅଟେ l ଅଚାନକ ଧନ ଲଭ ହେବ ଓ ପୁରୁଣା ରୋଗ ରୁ ମୁକ୍ତି ମିଳିବ l କାର୍ଯ୍ୟ ରେ ସଫଳତା ମିଳିବ l ଘରେ ସମସ୍ତ ଶୁଭ କାର୍ଯ୍ୟ ହେବ l
* ମକର ରାଶି –
* ସମସ୍ତ ଦିଗରୁ ସମର୍ଥନ ପ୍ରାପ୍ତ ହେବ l ଶନୀ ଙ୍କ ନକ୍ଷତ୍ର ପରିବର୍ତ୍ତନ ମକର ରାଶି ର ବ୍ୟକ୍ତି ଙ୍କ ପାଇଁ ଶୁଭ ସମୟ ନେଇକି ଆସିବ l ଧନ ପ୍ରାପ୍ତି ହେବାର ଯୋଗ ରହିଛି l ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ରଖିବେ l
* କୁମ୍ଭ ରାଶିର ବ୍ୟକ୍ତି ଙ୍କ ବ୍ୟାଙ୍କ ବାଲାନ୍ସ ରେ ବୃଦ୍ଧି ହେବ l ସମାଜ ରେ ମାନ ସମ୍ମାନ ବୃଦ୍ଧି ହେବ l ଦାମ୍ପତ୍ୟ ଜୀବନ ସୁଖମୟ ହେବ l
Leave A Reply