ଆପଣଙ୍କ ଦୈନନ୍ଦିନ ଜୀବନ ରେ ଖାଉଥିବା ଲୁଣ ହୋଇପାରେ ଆପଣଙ୍କ ହାର୍ଟ ଆଟାକ ର କାରଣ, ତେଣୁ ତୁରନ୍ତ କରନ୍ତୁ ଲୁଣ କୁ ପରିବର୍ତ୍ତନ
ଗୋଟିଏ ଅନ୍ତର୍ଜାତୀୟ ଗବେଷଣା ଅନୁସାରେ ଲୁଣ ରେ ପୋଟାସିୟମ ର ମାତ୍ରା ଷ୍ଟ୍ରୋକ ର କାରଣ ହୋଇପାରେ, ଏହି ଅଧ୍ୟୟନ ଅନୁସାରେ ୱାର୍ଲଡ ହେଲଥ ଅର୍ଗାନାଇଜେସନ କହିଛି ଯେ ହାଇ ବ୍ଲଡ଼ ପ୍ରେସର ଓ ଏହା ସହିତ ଜଡିତ ହାର୍ଟ ରିସ୍କ ବିପଦ କୁ କମ କରିବା ପାଇଁ ପୋଟାସିୟମ ଯୁକ୍ତ ଲୁଣ ଖାଇବା ଜରୁରୀ l
– ଏହି ଅଧୟନ ଅନୁସାରେ କୁହାଯାଇଛି ଯେ ଷ୍ଟ୍ରୋକ ଦ୍ୱାରା ମୃତ୍ୟୁ ର ଗୋଟିଏ ବଡ଼ କାରଣ ଅଟେ l ଏବଂ ଏହି ଘଟଣା ଚିନ୍ତା ର ଗୋଟିଏ ବଡ଼ କାରଣ ହୋଇପାରେ l ହାଇ ସୋଡ଼ିଅମ ଯୁକ୍ତ ଭୋଜନ ଓ ଲୋ ପୋଟାସିୟମ ଯୁକ୍ତ ଭୋଜନ ଜୀବନ ପ୍ରତି ବିପଦ ର କାରଣ ଭାବରେ ଗ୍ରହଣ କରାଯାଇଛି l ଚୀନ ଓ ୟୁକେ ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଗବେଷଣା ରୁ ଜଣା ପଡିଛି ଯେ ପୋଟାସିୟମ ଯୁକ୍ତ ଲୁଣ ଷ୍ଟ୍ରୋକ ର ପୁନରୁବୃତି କୁ କମ କରିପାରିବ l
– who ମଧ୍ୟ ଏହି ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଭାରତର ରକ ସ୍ଲଟ ହାର୍ଟ ଆଟାକ କୁ ଦୂର କରିବାରେ କରିଥାଏ ସାହାଯ୍ୟ, ତେଣୁ ଭାରତୀୟ ଙ୍କ ଭଳି ସାରା ବିଶ୍ୱର ବ୍ୟକ୍ତି ରକ ସ୍ଲଟ ଯାହାକି ପିଙ୍କ ସ୍ଲଟ ସେବନ ନିହାତି କରିବା ଜରୁରୀ l ଯାହାକି ହାର୍ଟ ଷ୍ଟ୍ରୋକ କୁ ଦୂର କରିବାରେ ସାହାଯ୍ୟ କରିଥାଏ l
– ଏହି ଲୁଣ ମଧ୍ୟ ଉଚ୍ଚ ରକ୍ତଚାପ କୁ ଦୂର କରିବାରେ ମଧ୍ୟ କରିଥାଏ ସାହାଯ୍ୟ, ରକ ସ୍ଲଟ ବା ଗୋଲାପୀ ଲୁଣ ଶରୀରରେ ସୋଡିୟମ ର ମାତ୍ରା ଠିକ ରଖିବା ସହିତ ଶରୀର କୁ ଫୁର୍ତି ଯୋଗାଇବା ରେ କରିଥାଏ ସାହାଯ୍ୟ l ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଭାରତୀୟ ରକ ସ୍ଲଟ ଶରୀର ରେ ବିଭିନ୍ନ ରୋଗ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ l