ସର୍ବଭାରତୀୟ ସୈନିକସ୍କୁଲ ପ୍ରବେଶିକା ପରୀକ୍ଷାଫଳ-୨୦୨୧ ( ପ୍ରାଥମିକ ଚୟନ ୧:୩ ଅନୁପାତରେ ମେଡିକାଲ ଏକ୍ଜାମିନ୍ସନ୍ ପାଇଁ )ପ୍ରକାଶ ପାଇଛି ଏବଂ ଏହା ସୈନିକସ୍କୁଲ େଓବସାଇଟ୍ , ଷଗ୍ଧଗ୍ଧକ୍ଟ୍ରଗ୍ଦବସଦ୍ଭସଳଗ୍ଦମଷକ୍ଟକ୍ଟକ୍ଷଭଷଙ୍କଭବଦ୍ଭରଗ୍ଦଙ୍ଗବକ୍ସ.କ୍ଟକ୍ସଶ ରେ ଚଳିତ ୩ ତାରିଖ ଏପ୍ରିଲ ୨୦୨୧ ରୁ ଉପଲବ୍ଧ । ଏହି େଓବସାଇଟ୍ରେ ମେଡିକାଲ ଏକ୍ଜାମିନ୍ସନ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ମିଳିପାରିବ ।
Comments are closed.