Odisha news

ଓଡିଶା ଶିଳ୍ପ ଜଗତର ଅନ୍ୟତମ ସଫଳ ଶିଳ୍ପଦ୍ୟୋଗୀ ତଥା ସୁପ୍ରସିଦ୍ଧ ରୁଚି ମସଲାର ପ୍ରତିଷ୍ଠାତା ଡ଼ ଶରତ କୁମାର ସାହୁଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତିଙ୍କ ଶୋକ ବ୍ୟକ୍ତ

0

ଭୁବନେଶ୍ୱର, ତା.୦୨/୧୧: ଓଡିଶା ଶିଳ୍ପ ଜଗତର ଅନ୍ୟତମ ସଫଳ ଶିଳ୍ପଦ୍ୟୋଗୀ ତଥା ସୁପ୍ରସିଦ୍ଧ ରୁଚି ମସଲାର ପ୍ରତିଷ୍ଠାତା ଡ଼ ଶରତ କୁମାର ସାହୁଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହିତ ବନ୍ଧୁଜନ ଓ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Leave A Reply