ରାସନ କାର୍ଡରେ ଯୋଡି ହୋଇଥିବା ସମସ୍ୟାକୁ ନେଇ କେଉଁ ନମ୍ବରକୁ ଯୋଗାଯୋଗ କରି କରିପାରିବେ ଅଭିଯୋଗ,ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ନୂଆଦିଲ୍ଲୀ : ରାସନ କାର୍ଡ ଏମିତି ଏକ ସରକାରୀ ନଥିପତ୍ର ଅଟେ ଜାହା ଜରିଆରେ ସରକାରୀ ବିତରଣ ପ୍ରଣାଳୀର ଉଚିତ ମୂଲ୍ୟର ଦୋକାନରୁ ଗହମ ,ଚାଉଳ ଆଦି ବଜାର ମୂଲ୍ୟରୁ କମ ଦରରେ କିଣାଯାଇ ପାରିବ l କିନ୍ତୁ ଖାଦ୍ୟ ବିତରଣକୁ ନେଇ ପ୍ରାୟ ପ୍ରତେକ ଦିନ ବିଭିନ୍ନ ଅଭିଯୋଗ ଶୁଣିବାକୁ ମିଳୁଛି l ଦେଖାଯାଉଛିଯେ ରାସନ ଡିଲର ମାନେ କାର୍ଡ ଧାରକ ମାନଙ୍କୁ ତାଙ୍କ ଭାଗର ଖାଦ୍ୟ ଶସ୍ୟ ଦେବାପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି l ଯଦି ଆପଣଙ୍କୁ ଏହିଭଳି କୌଣସି ସମସ୍ୟାର ସମୁଖିନ୍ନ କରିବାକୁ ପଡୁଛି ତେବେ ଆପଣ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ l
NFSA ର ୱେବ ସାଇଟରେ ଅଭିଯୋଗ କରିପାରିବେ : ଜାତୀୟ ଖାଦ୍ୟ ସୁରକ୍ଷା ପୋର୍ଟାଲରେ ପ୍ରତେକ ରାଜ୍ୟ ପାଇଁ ଅଲଗା ଅଲଗା ଟୋଲ ଫ୍ରି ନମ୍ବର ଦିଆଯାଇଛି l
ଆପଣ ଚାହିଁଲେ NFSA ର ୱେବ ସାଇଟ https://nfsa .gov .in ରେ ଯାଇପାରିବେ l ଏହି ୱେବ ସାଇଟରେ ମେଲ ଦ୍ୱାରା କିମ୍ବା ଫୋନ ନମ୍ବର ଦ୍ୱାରା ଅଭିଯୋଗ କରିପାରିବେ l ପ୍ରତେକ ରାଜ୍ୟର ରାସନ କାର୍ଡ ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ହୋଇଥିବା କାରଣରୁ ଅଲଗା ଅଲଗା ଟୋଲ ଫ୍ରି ନମ୍ବର ପ୍ରତେକ ରାଜ୍ୟ ପାଇଁ ରହିଛି l
ସରକାର ଭ୍ରଷ୍ଟାଚାର କମ କରିବା ଓ ଖାଦ୍ୟ ବିତରଣ ସୁନିଶ୍ଚିତ କରିବା ପାଇଁ ଅଭିଯୋଗ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି , ସବସିଡି ରାସନ ଗରିବ ମାନଙ୍କ ପାଖରେ ସୁବିଧାରେ ପହଂଚି ପାରିବ l
ଯଦି କୌଣସି ରାସନ କାର୍ଡ ଧାରକ ନିଜର ଭୋଜନ କୋଟା ପ୍ରାପ୍ତ କରିପାରୁ ନାହିଁ ତେବେ ତାକୁ ଟୋଲ ଫ୍ରି ନମ୍ବରକୁ କଲ କରି ଅଭିଯୋଗ କରିବାକୁ ପଡିବ l
ଏଠାରେ ଦିଆଗଲା ଅଭିଯୋଗ କରିବାର ହେଲ୍ପ ଲାଇନ ନମ୍ବର
ଆନ୍ଧ୍ରପ୍ରଦେଶ – ୧୮୦୦ -୪୨୫ -୨୯୭୭
ଅରୁଣାଚଳ ପ୍ରଦେଶ – ୦୩୬୦୨୨୪୪୨୯୦
ଆସାମ – ୧୮୦୦ -୩୪୫ -୩୬୧୧
ବିହାର – ୧୮୦୦ -୩୪୫୬ -୧୯୮
ଛତିଶଗଡ଼ -୧୮୦୦ -୨୩୩ -୩୬୬୩
ଗୋଆ – ୧୮୦୦ -୨୩୩ -୩୬୬୩
ଗୁଜୁରାଟ -୧୮୦୦ -୨୩୩ -୫୫୦୦
ହରିୟାଣା – ୧୮୦୦ -୧୮୦ -୨୦୮୭
ହିମାଚଳପ୍ରଦେଶ – ୧୮୦୦ -୧୮୦ -୮୦୨୬
ଝାରଖଣ୍ଡ -୧୮୦୦ -୩୪୫ -୬୫୯୮
କର୍ଣ୍ଣାଟକ -୧୮୦୦ -୪୨୫ -୯୩୩୯
କେରଳ -୧୮୦୦ -୪୨୫ ୧୫୫୦
ମଧ୍ୟପ୍ରଦେଶ -୧୮୧
ମହାରାଷ୍ଟ୍ର -୧୮୦୦-୨୨ -୪୯୫୦
ମଣିପୁର -୧୮୦୦ -୩୪୫ -୩୮୨୧
ମେଘାଳୟ -୧୮୦୦ -୩୪୫ -୩୬୭୦
ମିଜୋରାମ -୧୮୬୦ -୨୨୨ -୨୨୨ -୭୮୯
ନାଗାଲାଣ୍ଡ – ୧୮୦୦ -୩୪୫ -୩୭୦୪
ଓଡିଶା -୧୮୦୦ -୩୪୫ -୬୭୨୪ /୭୭୬୦
ପଞ୍ଜାବ -୧୮୦୦ -୩୦୦୬ -୧୩୧୩
ରାଜସ୍ଥାନ -୧୮୦୦ -୧୮୦ -୬୧୨୭
ଶିକ୍କିମ -୧୮୦୦ -୩୪୫ -୩୨୩୬
ତାମିଲନାଡୁ -୧୮୦୦ -୪୨୫ -୫୯୦୧
ତେଲେଙ୍ଗାନା -୧୮୦୦ -୪୨୫ -୦୩୩୩
ତ୍ରିପୁରା -୧୮୦୦ -୩୪୫ -୩୬୬୫
ଉତ୍ତରପ୍ରଦେଶ -୧୮୦୦ -୧୮୦ -୦୧୫୦
ଉତ୍ତରାଖଣ୍ଡ -୧୮୦୦ -୧୮୦ -୨୦୦୦ ,୧୮୦୦ -୧୮୦ -୪୧୮୮
ପଶ୍ଚିମ ବଙ୍ଗ -୧୮୦୦ -୩୪୫ -୫୫୦୫
ଦିଲ୍ଲୀ -୧୮୦୦ -୧୧୦ -୮୪୧
ଜାମ୍ମୁ -୧୮୦୦ -୧୮୦ -୭୧୦୬
କାଶ୍ମୀର -୧୮୦୦ -୧୮୦ -୭୦୧୧
ଆଣ୍ଡାମାନ ଓ ନିକୋବର -୧୮୦୦ -୩୪୩ -୩୧୯୭
ଚଣ୍ଡୀଗଡ଼ -୧୮୦୦ -୧୮୦ -୨୦୬୮
ଦାଡର ଓ ନଗର ହବେଲି ଓ ଦାମନ ଓ ଡ଼ିଉ -୧୮୦୦ -୨୩୩ -୪୦୦୪
ଲାକ୍ଷାଦ୍ଵୀପ -୧୮୦୦ -୪୨୫ -୩୧୮୬
ପୁଡୁଚେରୀ -୧୮୦୦ -୪୨୫ -୧୦୮୨