Odisha news

ବିଧାୟକ ଙ୍କ ଦ୍ୱାରା ଚାନ୍ଦପୁର ରାଜସୁନାଖଳା ରାସ୍ତାର ପ୍ରସସ୍ତିକରଣ ଓ ଉନ୍ନତିକରଣ ଶିଳାନ୍ୟାସ

0

ରଣପୁର ୫/୫ (ଆପ୍ର) ଆଜି ସୁନାଖଳା ଠାରୁ ଚାନ୍ଦପୁର ପର୍ଯ୍ୟନ୍ତ ପା୍ରୟ ୨୯ କିଲୋ ମିଟର ରାସ୍ତା ପ୍ରଶସ୍ତିକରଣ ପାଇଁ ଶିଲାନ୍ୟାସ ହୋଇଛି । ରାଜ୍ୟ ଯୋଜନା ଅନୁଦାନ ତରଫରୁ ଏଥିପାଇଁ ଅର୍ଥ ମଞୁର ହୋଇଛି । ୨୯ କିଲୋ ମିଟର ମଧ୍ୟରୁ ୭.୧ କିଲୋ ମିଟର ପିଚୁ ,୬.୮ କିଲୋମିଟର କଙ୍କିରିଟ ରାସ୍ତା ,୧୭ ଟି କଲଭଟ ନିର୍ମାଣ କରାଯିବ । ଆଜି ରଣପୁର ପୃତ କାର୍ଯ୍ୟଳୟ ସମ୍ମୁଖରେ ଏକ ଶିଳାନ୍ୟାସ ଉସôବ ଅନିଷ୍ଟିତ ହୋଇଛି । ଏଥିରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ,ରଣପୁର ଏନଏସି ଅଧକ୍ଷା ରଙ୍ଗିନ୍ ମହାନ୍ତି, ଉପାଧକ୍ଷ ବିଶ୍ୱରଞନ ପଟନାୟକ ଓ ସହ ସମସ୍ତ କାଇନସିଲର ଯୋଗ ଦେଇଥିଲେ । ରଣପୁର ପୃତ ବିଭାଗ ଯନ୍ତ୍ରୀ ଦୟାନିଧୀ ରାୟଗୁରୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ରାସ୍ତା ପାଇଁ ୨୨କୋଟି ୩୬ଲକ୍ଷ ଟଙ୍କା ମଞୁର ହୋଇଥିବା ଜଣାଯାଇଛି ।

 

Leave A Reply