Odisha news

ଯୁବକ ଙ୍କ ମୂର୍ତ ଦେହ ଉଦ୍ଧାର, ହତ୍ୟା ସନ୍ଧେହ : ପରିବାର ଲୋକ

0
ରଣପୁର —ନୟାଗଡ଼ ଜିଲ୍ଲା ରଣପୁରବିଜ୍ଞ୍ୟାପିତ ଅଂଚଳ ର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଯୁବକ ଙ୍କ ମୂର୍ତ ଦେହ ଉଦ୍ଧାର. ହତ୍ୟା ସନ୍ଧେହ କଲେ ପରିବାର ଲୋକ. ସୂଚନା ଅନୁସାରେ ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ର ବାସୁଦିଆ ଗ୍ରାମ ର ବ୍ରଜବିହାରୀ ସେଠି ଙ୍କ ଏକ ମାତ୍ର ପୁଅ ଓମପ୍ରସାଦ ସେଠି କିଛି ଦିନ ତଳେ ନିଖୋଜ ହୋଇଥିବା ନେଇ ରଣପୁର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା ତେବେ ଆଜି ହଠାତ ଅଚେତ ଅବସ୍ଥା ରେ   ରଣପୁର  ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ରଣପୁର ଦମକଳ ବାହିନୀ ସାହାଯ୍ୟ ରେ ଉଦ୍ଧାର କରି ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କଲା ପରେ ଡାକ୍ତର ମୁତ୍ୟୁ ଘୋଷଣ କରିଥିଲେ ଯାହାକୁ ନେଇ ହତ୍ୟା ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି
Leave A Reply