Odisha news

ରାଜନୀତିରେ ନୁଆଁ ମୁହଁ

0
ପ୍ରତାପ ଚନ୍ଦ୍ର ସାହୁ , ନବରଙ୍ଗପୁର : ଏବେ ସବୁ ରାଜନୈତିକ ଦଳ  ନୁଆଁ ମୁହଁ କୁ ଗୁରୁତ୍ୱ ଦେଉ ଛନ୍ତି।ରାଜନୈତିକ ଅଭିଙ୍ଗ୍ୟତା ଥାଉ କି ନ୍ ଥାଉ ,ସେଥିରେ କିଛି ଯାଏ ଆସେ ନାହିଁ।ନୁଆଁ ମୁହଁ କୁ ପ୍ରଥମିକତା ଦେଇଥାନ୍ତି ସବୁ ଦଳ।ଜଣେ ଆଜି ଅନ୍ୟ ଦଳ ରୁ ଆସିଥିବ ,ତାକୁ ଦିଆଯିବ ଟିକଟ ନିର୍ବାଚନ୍ ଲଢ଼ିବା ପାଇଁ।ଯେଉଁ ମାନେ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରି ଆସୁ ଥିବେ ନିଷ୍ଠା ର ସହିତ ସେଇ ମାନେ ରହି ଗଲେ ପଛରେ।  କଥା କଣ କି ଏବେ ନୁଆଁ ମୁହଁ ଟ୍ରେଣ୍ଡ ଚାଲିଛି ତ୍ !  କୌଣସି ଗୋଟିଏ ଦଳ ନୁହଁ ,ଏହି ମାନିଆ ଏବେ ସବୁ ଦଳ ରେ ଚାଲିଛି।ଅନେଇ ବସି ଥାନ୍ତି ଯେ ଏଇ ଦଳ ରେ ଟିକଟ ନ୍ ମିଳିଲେ ଅନ୍ୟ ଦଳ କୁ ଜମ୍ପ୍ କରିବେ ଆଉ ଟିକଟ ଟି ହାତେଇ ନେବେ।ମାରିନେଲେ ମହାପାତ୍ର ଚାହିନ୍ଥା ରେ ଜଲକା। ପୁରୁଣା କର୍ମୀ ମାନଙ୍କୁ ପାଟି ଖୋଲି ବାକୁ ଦିଆ ଯାଏନି। ଯେଉଁମାନେ ଅନ୍ୟ ଦଳ ରୁ ଆସି ବି ଯେ ଦି ରେ ମିଶି ଛନ୍ତି ଆଉ ଟିକଟ ବି ପାଇଁ ଜିତି ମନ୍ତ୍ରୀ ବି ହେଇ ଛନ୍ତି। ପୁରୁଣା କର୍ମୀ ଓ ନେତା ମାନେ ତଥାପି ପାଟି ଖୋଲି ପାରୁ ନାହାନ୍ତି।ସେମାନଙ୍କୁ ଲାଲୀ ପପ୍ ଦେଲେ ସେମାନେ ଖୁସ।
ଆପଣ ପଂଚାୟତ ସ୍ତରରୁ ଆରମ୍ଭ୍ କରି ମ୍ୟୁନିସି ପାଲିତି ଏବଂ ବିଧାନ ସଭା ଓ ଲୋକ ସଭା ତଥା ରାଜ୍ୟ ସଭା ନିର୍ବାଚନ୍ କ୍ଷେତ୍ର ରେ ବି ସେଇ ସମାନ ଅବସ୍ଥା।ସତରେ କଣ  ପୁରୁଖା ,ଅଭିଜ୍ଞ  ବୟୋଜ୍ୟେସ୍ଥ୍ ଅଲୋଡ଼ା!  ନୁଆଁ ମୁହଁ କୁ କାହିଁକି ଏତେ ପ୍ରାଧାନ୍ୟ୍? ନିଜ ଦଳ ରେ ଥିବା କର୍ମୀ ମାନଙ୍କ ଉପରେ ସୁପ୍ରିମ ଭରସା କରି ପାରୁ ନାହାନ୍ତି କି? ଦଳ ରେ ଥିବା ପୁରୁଣା କର୍ମୀ ଓ ନେତା ମାନେ ଆଉ ଦକ୍ଷ ନୁହନ୍ତି କି! ଶକ୍ତି ହିନ୍ନ୍ ହୋଇଗଲେଣି କି  ଦଳର ଆଗର କର୍ମୀ ମାନେ ତଥା ନେତା ମାନେ !   ଦଳ ର ବହୁ ବରିଷ୍ଠ ,ନିଷ୍ଠା ପର ଏବଂ ଦଳ ପ୍ରତି ଅନୁଗତ୍ୟ୍ ରଖିଥିବା ଅନେକ ନେତା ଅବହେଳିତ ହୋଇ ପଡି ରହିଥିବା  ଦେଖିବାକୁ ମିଳୁଛି ।ଅସନ୍ତୋସ୍  ର୍ ବହ୍ନି ଜଲି ଉଠୁ ଥିବା ବେଳେ ମୁହଁ ଖୋଲି ବାକୁ ସାହସ କରି ପାରୁ ନାହାନ୍ତି ଅନେକେ। ଏହା ଦଳର ନିଷ୍ଠା ପର କର୍ମୀ ମାନଙ୍କ ପ୍ରତି ଧକା ବାଜ୍ ନୁହଁକି!  ଆଗକୁ ଏଇ ପରିସ୍ଥିତି ଭୟଙ୍କର ରୂପ ନେଇ ପାରେ। ଆଗକୁ ଏଇ ପରିସ୍ଥିତି ଅଧିକ ଜଟିଳ ହେବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜିବି ମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଯେଉଁ ମାନଙ୍କର ପଲିତିକଲ୍ ବେଶ କିଛି ନ୍ ଥିବ ସେମାନେ ଅନ୍ୟ ଦଳ ରୁ ଆସି ଟିକଟ ହାତେଇ ନେଇ ଜିତି ମନ୍ତ୍ରୀ ପଦ୍ ପୈଜିବା କେତେ ଦୂର ଜୁକ୍ତିଜୁକ୍ତ୍ ? କାହିଁକି ନା ଅନେକ ପୁରୁଣା ମନ୍ତ୍ରୀ ତଥା ଅଭିଜ୍ଞ ନେତା ବାଦ ପଡି ଯାଉଛନ୍ତି। କିନ୍ତୁ ଭୟ ରେ କେହି ବି ପାଟି ଖୋଲି ବାକୁ ନାରାଜ। ନୁଆଁ ମୁହଁ କୁ ଗୁରୁତ୍ୱ ଦିଆ ଯାଉ ତା ସାଙ୍ଗେ ସାଙ୍ଗେ ପୁରୁଣା ପୁରୁଖା ଅଭିଜ୍ଞ ନିଷ୍ଠା ପର ନେତା ମାନଙ୍କୁ ମଧ୍ୟ ଅଣ ଦେଖା କରା ନ୍ ଯାଉ।ସେମାନଙ୍କୁ ମଧ୍ୟ ସ୍ଥାନ  ଦେବା ଉଚିତ। ବରିଷ୍ଠ ମନଙ୍କୁ ଅଣଦେଖା ଫଳରେ  ବିଭିନ୍ନ ପ୍ରସଙ୍ଗ ନେଇ ଜଣ ଅସାନ୍ତୋସ୍ ବୃଦ୍ଧି ପାଉଛି। ଦଳକୁ ପ୍ରତିକୁଲ ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡୁଛି। ନିର୍ବାଚନ୍  ବେଳେ  ବିଦ୍ରୋହି ପ୍ରାର୍ଥି ମାନଙ୍କର ଦବ ଦବା ଦେଖିବାକୁ ମିଳି ଥାଏ।ସେମାନଙ୍କ ପତିଆରା ବୃଦ୍ଧି ପାଇବାରେ ଲାଗିଛି।ଏଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧିବା ଦରକାର। ଏକ ସନ୍ତୁଲନ୍ ଦଳ ରହିବା ଦରକାର। ଯଦିଓ ଏକା ସାଙ୍ଗରେ ସମସ୍ତ ଙ୍କୁ ସନ୍ତୁଷ୍ଟ କରିହେବ ନାହିଁ।ତଥାପି ଚେଷ୍ଟା କରିବାକୁ ପଡିବ ବିଦ୍ରୋହି ନ୍ ବହାରିବା ପାଇଁ।ନୁଆଁ ମୁହଁ କୁ ଯେତିକି ଗୁରୁତ୍ୱ ଦେବା ଉଚିତ ମନୁଛ୍ ପୁରୁଣା ଓ ଅଭିଜ୍ଞ କୁ ସେତିକି ଗୁରୁତ୍ୱ ଦେବା ର ଆବଶ୍ୟକତା ରହିଛି।
Govt
Leave A Reply