Odisha news

ଟ୍ରକ ଆଗରେ ଯୁବକ କୁ ବାନ୍ଧି ଗାଡି ଚଳାଇଲେ

0

ପାରାଦୀପ୍ – ଦିନ ଦ୍ୱିପହରରେ ଭୂତମୁଣ୍ଡାଇ ପୋଲ ଉପରେ ଟ୍ରକ୍ ରେ ବାନ୍ଧି ଜଣେ ଲୋକ କୁ ବୁଲାଇବା ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି  | ଭଲ ଭବରେ ଦେଖନ୍ତୁ ଏହି ଦୃଶ୍ୟକୁ  | କିଭଳି ଟ୍ରକ୍ ଆଗରେ ତାର ଦୁଇ ହାତ କୁ ବାନ୍ଧି ପକା ଯାଇଚି | ଆଉ ଗାଡି ବି ଗଡୁଚି  | ଏ ଦ୍ରୁଶ୍ୟ ବନ୍ଦର ନଗରୀ ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ପୋଲ ଉପରେ ଗତକାଲି ଘଟିଛି  | ଦୋଷ କେବଳ ଏ ଯୁବକଙ୍କର ସେ ଟ୍ରକ ରୁ ମୋବାଇଲ ଚୋରି କରିଥିଲା ଆଉ ତାପରେ ତାକୁ ଧରି କିଛି ଲୋକ ଏଭଳି ଦଣ୍ଡ ଦେଇଛନ୍ତି  | ଯାହା ଦେଖିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଚି  | ଦିବାଲୋକ ରେ  ଏଭଲି ମାନବିକ ଉଲ୍ଲଂଘନ ଦେଖନ୍ତୁ  | ଆଉ ଘଟଣା ଘଟିବା ପରେ ପାରାଦୀପ୍ ଲକ୍ ଥାନା ପୋଲିସ ନିଜଆଡୁ ତଦନ୍ତ ଆରମ୍ଭ କରିଛି | ଏଭଲି ଅମାନବୀୟ କାର୍ଯ୍ୟ କୁ ସବୁ ମହଲରେ ନିନ୍ଦା କରାଯାଇଛି

Nalco
Leave A Reply