Odisha news

ପାକିସ୍ତାନର ନୂଆ ନୀତି : ପାକିସ୍ତାନୀ ସେନାକୁ ଉପହାସ କଲେ ଦୁଇବର୍ଷ ଜେଲ୍ ସହିତ ୫ ଲକ୍ଷଟଙ୍କା ଜରିମାନା ଦେବାକୁ ପଡିବ

0

ନୂଆଦିଲ୍ଲୀ : ପାକିସ୍ତାନ ସେନାକୁ ଅକ୍ଷପ କରିବା ଦ୍ୱାରା ବର୍ତ୍ତମାନ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ବୋଲି ଇମ୍ରାନ ସରକାର କହିଛନ୍ତି l ପାକିସ୍ତାନ ସରକାର ନିକଟରେ ଗୋଟିଏ ନୂଆ ଅପରାଧିକ ନିୟମ ସଂଶୋଧନ ବିଲ୍ ପାସ କରିଛନ୍ତି l ଏହି ବିଲ୍ ଅନୁସାରେ ପାକିସ୍ତାନର ସଶସ୍ତ୍ର ସୁରକ୍ଷା ବଳଙ୍କୁ ବର୍ତମାନ ଆଲୋଚନା କଲେ ଦୁଇବର୍ଷ ଜେଲ୍ ସହିତ ପାଞ୍ଚ ଲକ୍ଷ ତାଙ୍କ ଜରିମାନା ଦେବାକୁ ପଡିବ l ଏହି ବିଲ୍ ଟିକୁ ଇମ୍ରାନ୍ ଖାନଙ୍କ ଦଳର ନେତା ଅମଜଦ ଅଲି ଖାନ ପ୍ରରିତ କରିଥିଲେ ,ଯାହାକୁ କମିଟି ଦ୍ୱାରା ବହୁମତ ସହିତ ମଞ୍ଜୁରୀ ଦିଅ ଯାଇଛି l

ଇମ୍ରାନ୍ ଙ୍କ ବିପକ୍ଷ ଦଳ ପାକିସ୍ତାନ ପିପୁଲସ୍ ପାର୍ଟିର ନେତା ସୟଦ ଆଗା ,ନୱାଜ ଶରିଫଙ୍କ ପାର୍ଟିର ନେତା ଏହି ବିଲ୍ କୁ ଅତି କଠୋର ଭାବରେ ବିରୋଧ କରିଥିଲେ l ସେ କହିଥିଲେ ଯେ ଏହାର ବ୍ୟବହାର ଏଥିପାଇଁ କରାଯାଉଛି ଯେଭଳି ପାକିସ୍ତାନର ସ୍ଵାତନ୍ତ୍ରତାକୁ ଦବାଇ ରଖ ଯାଇ ପାରିବ l ଇମ୍ରାନ୍ ଖାନଙ୍କ ଜଣେ ମାତୃ ଏହି ବିଲ୍ ବିରୁଦ୍ଧରେ ମତଦାନ କରିଥିଲେ l ପାକିସ୍ତାନର ଅନ୍ୟ ରାଜ୍ୟରେ ମଧ୍ୟ ଏହି ବିଧାୟକଙ୍କୁ ବିରୋଧ କରାଯାଉଛି l

ବିପକ୍ଷ ଦଳ ମାନେ ତର୍କ ରଖିଛନ୍ତି ଯେ ଏହା ଆମର ସ୍ୱତନ୍ତ୍ରତା ବିରୁଦ୍ଧରେ ଯାଉଛି ଓ ଆମେ ସୈନ୍ୟ ବାହିନୀଙ୍କ ସହିତ ପୂର୍ବରୁ ଥିଲୁ ଏବଂ ବର୍ତମାନ ମଧ୍ୟ ଅଛୁ l ଏହି ଅପରାଧିକ ନିୟମ ସଂଶୋଧନ ବିଲ୍ ଅନୁସାରେ ପାକିସ୍ତାନର ସ୍ୱାଶସ୍ତ୍ର ସଂୟ ମାନଙ୍କ ବିରୁଦ୍ଧରେ ଜାଣିଶୁଣି ଉପହାସ ,ଅପମାନ ଓ ମାନହାନି କରାଯିବା ଉଚିତ ନୁହେଁ l ଏଭଳି କରୁଥିବା ବ୍ୟକ୍ତି ଧାରା ୫୦୦ ଏ ଅନୁସାରେ ୫ ଲକ୍ଷଟଙ୍କା ଜରିମାନା ସହିତ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ l

Govt
Leave A Reply