ନୂଆପଡା୨୫/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) କୋମନା ବ୍ଲକ ବଂଜାରୀ ଠାରେ ଵଂଜାରି ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ତାଙ୍କ ଜୀବନରେ ଅନୁପ୍ରାଣୀତ ହୋଇ ଗ୍ରାମ ଏବଂ ନିଜ ଅଞ୍ଚଳରେ ସେବା କାର୍ଯ୍ୟ ହାତକୁ ନେବା ପାଇଁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଆହ୍ବାନ ଦେଇଛନ୍ତି। ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶ୍ନନ ପାଢ଼ୀ, ହୋମ ସିଂ ମାଝୀ, ମନିଜର ଆର୍ଯ୍ୟ ସହ ସହସ୍ରାଧିକ ବିଜେପି କର୍ମି ଯୋଗ ଦେଇଥିଲେ।
Comments are closed.