Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସରେ ଓ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ

0

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଯିବା ସହ ଆଜି ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ରାଷ୍ଟ୍ରୀୟ ଦିବସ ଅବସରରେ ପରେଡରେ ଅଂଶ ଗ୍ରହଣ କରିଛନ୍ତି। ଏହାସହ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରେଡରେ ମୋଦୀ ସାମିଲ ହୋଇଛନ୍ତି। ସାବରମତୀ ନଦୀକୂଳ କେୱଡ଼ିଆରୁ ପର୍ଯ୍ୟନ୍ତ ଉଦଘାଟନ କରିବା ସହ ସିଭିଲ ସର୍ଭିସେସ ପ୍ରେବେସନର୍ସକୁ ମଧ୍ୟ ସମ୍ବନ୍ଧିତ କରିବେ।
ରାଷ୍ଟ୍ରୀୟ ଏକତା ଦିବସ ଅବସରେ ଏଥିରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସିର ଯବାନ ମଧ୍ୟ ସାମିଲ ହୋଇଛନ୍ତି।

Leave A Reply