Odisha news

ଦ୍ରୌପଦୀଙ୍କ ଉପରେ କିଚକ ପକାଇଲା ଖରାପ ଦୃଷ୍ଟି ପାଣ୍ଡବ ମାନେ ଦେଲେ ଏମିତି ଶାସ୍ତି

0

ମହାଭାରତ କଥାରେ ଯେତେବେଳେ ପାଣ୍ଡବ ମାନେ ଅଜ୍ଞାନତା ବସରେ ରହିଥିଲେ ସେହି ସମୟରେ କୌରବଙ୍କ ପାଖରୁ ବଞ୍ଚିବା ପାଇଁ  ଭେଷ ବଦଳାଇ ରାଜା ବିରାଟଙ୍କ ନଗରୀରେ ରହିବାକୁ ଲାଗିଲେ l ସେଠାରେ ପଞ୍ଚୁ ପାଣ୍ଡବ ଦ୍ରୌପଦୀ ସେବକ ଭାବରେ ସମୟ ବିତାଇବାକୁ ଲାଗିଲେ l ଯୁଧିଷ୍ଠିର ରାଜା ବିରାଟଙ୍କର ମନ୍ତ୍ରୀ କନକ ଭାବରେ କାର୍ଯ୍ୟ କରୁଥିଲେ l ଅର୍ଜୁନ ବ୍ରୀହନଳ ନାମକ ଏକ କିନର ରୂପରେ ରାଜା କୁମାରୀ ଉତ୍ତରlଙ୍କୁ ନୁର୍ତ୍ୟ ଶିଖାଉଥିଲେ l ଭୀମ ବ୍ଳହବ ନାମକ ରୋଷେଇଆ ଭାବରେ ରୋଷେଇ କରୁଥିଲେ l ନକୁଳ ଗ୍ରନ୍ଥିକ ନାମରେ ଏକ ଘୋଡା ଚାଲାକ ଭାବରେ କାମ କରୁଥିଲେ ସହଦେବ ତନ୍ତୀ ପାଳ ନାମରେ ଚରଵାହାର କାର୍ଯ୍ୟ କରୁଥିଲେ l ଦ୍ରୌପଦୀ ସିନ୍ଧ୍ରି ନାମରେ ରାଣୀଙ୍କ ସେବା କରୁଥିଲେ l

କିଚକ ବିରାଟ ନଗରର ସେନାପତି ଥିଲା ମହାରାଣୀ ସ୍ୱଦେଶନଙ୍କର ଭାଇ ମଧ୍ୟ ଥିଲା l କିଚକ ଅତ୍ୟନ୍ତ ଅହଂକାରୀ ଦୁଷ୍ଟ ପ୍ରକୃତିର ଥିଲା ,ତା ସହିତ ସେ ବହୁତ ଜିଦିଖୋର ଥିଲା l ଥରେ ସେ ନିଜ ଭଉଣୀ ସ୍ୱଦେଶନାଙ୍କୁ ଦେଖା କରିବା ପାଇଁ ତାଙ୍କ ମହଲରେ ପହଞ୍ଚିଲା ସେହି ସମୟରେ ତାର ନଜର ଦ୍ରୌପଦୀଙ୍କ ଉପରେ ପଡିଲା l ଦ୍ରୌପଦୀଙ୍କୁ ଦେଖି କିଚକ ମୋହିତ ହୋଇଗଲା ଏବଂ ତାଙ୍କୁ ପାଇବାକୁ ଇଛା କଲା l ଏହା ପରେ କିଚକ ତାଙ୍କ ଭଉଣୀ ସ୍ୱଦେଶନାଙ୍କୁ କହିଲା ଯେ ଦ୍ରୌପଦୀଙ୍କୁ ତା ନିକଟକୁ ପଠାଇବା ପାଇଁ l ତାପରେ ରାଣୀ ସ୍ୱଦେଶନା ଆଜ୍ଞା ପାଇ ଦ୍ରୌପଦୀ କିଚକ ନିକଟକୁ ଯାଇଥିଲା l କିଚକ ଦ୍ରୌପଦୀ ଉପରେ ଲୋଲୁପ ଦୃଷ୍ଟି ପକାଇବାରୁ ଦ୍ରୌପଦୀ ତାକୁ ବିରୋଧ କରିଥିଲେ l ଏହାପରେ ଦ୍ରୌପଦୀ କିଚକକୁ କହିଥିଲେ ଯଦି ମୋ ଉପରେ ଖରାପ ଦୃଷ୍ଟି ପକାଇବା ତାହାଲେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ l ଏହି କଥାରୁ କିଚକ ବୁଝିଗଲା ଯେ ଦ୍ରୌପଦୀ କୌଣସି ସାଧାରଣ ଦାସୀ ନୁହଁନ୍ତି l

ଏହି ସମୟରେ ଶକୁନିଙ୍କ ସହିତ ଦୁର୍ଯ୍ୟଧନ ଆସି ରାଜା ବିରାଟଙ୍କୁ ଦେଖା କରିଥିଲା କହିଥିଲା କି ପାଣ୍ଡବ ମାନେ ବିରାଟଙ୍କ ରାଜ୍ୟରେ ଶରଣ ନେଇଛନ୍ତି l ରାଜା ବିରାଟ ଏହି କଥାକୁ ଶୁଣି ମନା କରିଛନ୍ତି l କିନ୍ତୁ ଏହି କଥାକୁ କିଚକ ଶୁଣି ଦେଇଛି ସେ ବୁଝିଯାଇଛି ଯେ ଯେଉଁ ଦାସୀ ତାଙ୍କ ଭଉଣୀଙ୍କ ପାଖରେ କାମ କରୁଛି ସେ ହିଁ ଦ୍ରୌପଦୀ l କିଚକ ଏହି କଥାକୁ ଦୁର୍ଯ୍ୟଧନଙ୍କ ଆଗରେ କହି ଦେଇଛି l

କିଚକ ଆଉଥରେ ଦ୍ରୌପଦୀଙ୍କ ପାଖକୁ ଯାଇ କହିଛି ଯେ ତମେ କିଏ ସେ ବିଷୟରେ ମୁଁ ଜାଣି ସାରିଲିଣି l ଏହି କଥା ଶୁଣି ଦ୍ରୌପଦୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି l ଏହାପରେ କିଚକ ଦ୍ରୌପଦୀଙ୍କୁ ତାଙ୍କ କକ୍ଷକୁ ରାତିରେ ଆସିବାକୁ କହିଛି ଏବଂ ଧମକ ଦେଇଛି ଯେ ଯଦି ନଆସିବେ ତେବେ ତାଙ୍କ ରହସ୍ୟ ଖୋଲିଦେବା l ଏହି କଥା ଦ୍ରୌପଦୀ ପଞ୍ଚୁ ପାଣ୍ଡବଙ୍କ ଆଗରେ କହିଛନ୍ତି l ପାଣ୍ଡବଙ୍କ ମନରେ ସମସ୍ତ କଥାଶୁଣି କ୍ରୋଧ ଆସିଛି l ସେହି ସମୟରେ ଅର୍ଜୁନ କହିଛନ୍ତି କିଚକଙ୍କ ମନରେ ରାଜା ହେବାର ଇଛା ଅଛି l ତାପରେ ପାଣ୍ଡବ ମନ କିଚକକୁ ବଦ୍ଧ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି l

କିଚକ ରାଜା ହେବାର ଇଛା ଦୁର୍ଯ୍ୟଧନଙ୍କ ଆଗରେ ପ୍ରକାଶ କରିଛି l କିଚକ ଦୁର୍ଯ୍ୟଧନଙ୍କ ଭରଷା ଦେଇଛି ଯେ ଯଦି ସେ ରାଜା ହୋଇଯିବ ତେବେ ପାଣ୍ଡବ ମାନଙ୍କର ହତ୍ୟା କରିଦେବ l କିନ୍ତୁ ଶକୁନି ଦୁର୍ଯ୍ୟଧନଙ୍କ କହିଛି କିଚକ ଦ୍ରୌପଦୀଙ୍କ ଉପରଟ ଖରାପ ଦୃଷ୍ଟି ପକାଇଥିବା କାରଣରୁ ଅପମାନ ଶଯ୍ୟା ନକରି କିଚକକୁ ହତ୍ୟା କରିବେ l ଶକୁନି ଦୁର୍ଯ୍ୟଧନଙ୍କ କହିଛି ରାତିରେ ସମସ୍ତ ପାଣ୍ଡବ ମାନଙ୍କୁ ଧରା ଯାଇ ପାରିବ l ପାଣ୍ଡବ ମାନେ ଯେଉଁ ସମୟରେ କିଚକକୁ ମରିବlକୁ ଆସିବେ ସେହି ସମୟରେ ଦୁର୍ଯ୍ୟଧନ ନିଜର ସୈନିକ ମାନଙ୍କ ସହିତ ଯାଇ ପାଣ୍ଡବଙ୍କୁ ଧରି ପକାଇବ l କିନ୍ତୁ ଏବିଷୟରେ ପାଣ୍ଡବ ମାନେ ଗୁପ୍ତଚର ପାଖରୁ ଜାଣି ଦେବେ l ପାଣ୍ଡବ ମାନେ ଦ୍ରୌପଦୀଙ୍କ ସ୍ଥାନରେ ଭୀମଙ୍କ ନାରୀ ବେଶ କରାଇ କିଚକର କକ୍ଷକୁ ପଠାଇ ଦେଲେ l କିଚକ ଭୀମଙ୍କ ଦ୍ରୌପଦୀ ଭାବି ଧରି ପକାଇବା ,ସେହି ସମୟରେ ଭୀମ କିଚକକୁ ଧରି ବଦ୍ଧ କରିଦେଲେ l କୌଣସି ଶବ୍ଦ ନହେବା ପାଇଁ କିନର ରୁପି ଅର୍ଜୁନ ସଂଗୀତ ନୁର୍ତ୍ୟ କରିବାକୁ ଲାଗିଲେ l ଏହି କୋଳାହଳ ମଧ୍ୟରେ ଶକୁନି ଦୁର୍ଯ୍ୟଧନ କିଛି ଜାଣିପାରିଲେ ନାହିଁ କିଚକଙ୍କର ବଦ୍ଧ ମଧ୍ୟ ହୋଇଗଲା l

Leave A Reply